ETV Bharat / city

ଦ୍ବିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି - bada akhada matt eviction

ଦ୍ବିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତକାଲି(ରବିବାର) ଠାରୁ ଆରମ୍ଭ ହୋଇଥିବା ବଡ ଆଖଡା ମଠ କୋଠା ଘରର ଭଗ୍ନାବଶେଷ ଗୁଡିକ ଆଜି ସ୍ଥାନାନ୍ତର କରାଯିବା ସହ ମଠର ବାକି ଅଂଶକୁ ଭଙ୍ଗାଯାଇଛି।

ଡିଜାଇନ ଫଟୋ
author img

By

Published : Sep 9, 2019, 4:44 PM IST

ପୁରୀ : ଦ୍ବିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି ରହିଛି । ଗତକାଲି(ରବିବାର) ଠାରୁ ଆରମ୍ଭ ହୋଇଥିବା ବଡ ଆଖଡା ମଠ କୋଠାର ଭଗ୍ନାବଶେଷ ଗୁଡିକ ଆଜି ସ୍ଥାନାନ୍ତର କରାଯିବା ସହ ମଠର ବାକି ଅଂଶକୁ ଭଙ୍ଗାଯାଇଛି । ଏକାଧିକ ମାଜିଷ୍ଟ୍ରେଟ୍ ଓ 6 ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ହୋଇଛି ।

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ବଡ ଆଖଡାମଠର ପ୍ରାୟ ୮୦ ପ୍ରତିଶତ ଅଂଶ ଭଙ୍ଗା ଯାଇଥିଲା । ଆଜି ଅବଶିଷ୍ଟ ଅଂଶକୁ ଭଙ୍ଗା ଯାଉଛି । ତେବେ ମଠ ଭିତରେ ଥିବା ମନ୍ଦିର ଓ ଗାଦିକୁ ଭଙ୍ଗାଯିବ ନାହିଁ । ଆଜି ବଡ ଆଖଡା ମଠର ବାକି ଅଂଶ ଭଙ୍ଗାଯବା ପରେ ସାନ ଛତା ମଠ ଭଙ୍ଗାଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆମିକସକ୍ୟୁରୀ ଉଛେଦକୁ ସବୁଜ ସଂକେତ ଦେବା ପରେ ଜିଲ୍ଲା ପ୍ରଶାସନ ଗତକାଲିଠାରୁ ଉଛେଦ ପ୍ରକ୍ରିୟାକୁ ଜୋରଦାର କରିଛି । ଦୁଇ ମହଲା ବିଶିଷ୍ଟ ଏହି ପ୍ରାଚୀନ କୋଠାକୁ ଭାଙ୍ଗିବା ପାଇଁ ପ୍ରାୟ ୬ଟି ବୁଲଡୋଜର ନିୟୋଜିତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro: ଦ୍ୱିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି Body: ଦ୍ୱିତୀୟ ଦିନରେ ଆଜି ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି ରହିଥିଲା। ଗତକାଲିଠାରୁ ଆରମ୍ଭ ହୋଇଥିବା ବଡ ଆଖଡା ମଠ ର କୋଠା ଘର ର ଭଗ୍ନାବଶେଷ ଗୁଡିକ ଆଜି ସ୍ଥାନାନ୍ତର କରାଯାଇଛି । ବଡ ଆଖଡାମଠର ରହିଥିବା ବାକି ଅଂଶକୁ ଆଜି ଭଙ୍ଗାଯାଇଛି । ଏକାଧିକ ମାଜିଷ୍ଟ୍ରେଟ୍ ଓ 6 ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଚାଲିଛି ଉଛେଦ କାର୍ଯ୍ୟ ହୋଇ ଥିଲା । ଗତକାଲି ବଡ ଆଖଡାମଠର ପ୍ରାୟ ୮୦ ପ୍ରତିଶତ ଅଂଶ ଭଙ୍ଗା ଯାଇଥିଲା । ଆଜି ଅବଶିଷ୍ଟ ଅଂଶକୁ ଭଙ୍ଗା ଯାଉଛି । ତେବେ ମଠ ଭିତରେ ଥିବା ମନ୍ଦିର ଓ ଗାଦିକୁ ଭଙ୍ଗାଯିବ ନାହିଁ । ଆଜି ବଡ ଆଖଡା ମଠର ବାକି ଅଂଶ ଭଙ୍ଗାଯବା ପରେ ସାନଛତା ମଠ ଭଙ୍ଗାଯିବ । ଏଥିପାଇଁ ପ୍ରସ୍ତୁତି କରିଛି ଜିଲ୍ଲାପ୍ରଶାସନ । ଆମିକସ କ୍ୟୁରି ଉଛେଦକୁ ସବୁଜ ସଂକେତ ଦେବା ପରେ ଜିଲ୍ଲା ପ୍ରଶାସନ ଗତକାଲିଠାରୁ ଉଛେଦ ପ୍ରକ୍ରିୟାକୁ ଜୋରଦାର କରିଛି । ଦୁଇ ମହଲା ବିଶିଷ୍ଟ ଏହି ପ୍ରାଚୀନ କୋଠାକୁ ଭାଙ୍ଗିବା ପାଇଁ ପ୍ରାୟ ୬ଟି ବୁଲଡୋଜର ନିୟୋଜିତ କରାଯାଇଛି । ଉଛେଦ ପାଇଁ ବଡଦାଣ୍ଡରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବାଇଟ,, ଭଵ ତରଣ ସାହୁ , ପୁରୀ ଉପ ଜିଲ୍ଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଭିଯୁଆଲ ବାଇଟ ftp ରେ ଯାଇଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.