ETV Bharat / city

ବେରୋଜଗାରକୁ ନେଇ ବଢୁଛି କଂଗ୍ରେସର ପ୍ରତିବାଦ - cuttack altest news

ପ୍ରଧାନମନ୍ତ୍ରୀଙ୍କ ଜନ୍ମସପ୍ତାହକୁ ବିରୋଧ କରି କଟକ ନଗର ଯୁବ କଂଗ୍ରେସ ପକ୍ଷରୁ ବାଦାମବାଡି ଛକଠାରେ ବେରୋଜଗାର ସପ୍ତାହ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

ବେରୋଜଗାରକୁ ନେଇ ବଢୁଛି କଂଗ୍ରେସର ପ୍ରତିବାଦ
ବେରୋଜଗାରକୁ ନେଇ ବଢୁଛି କଂଗ୍ରେସର ପ୍ରତିବାଦ
author img

By

Published : Sep 19, 2020, 9:32 PM IST

କଟକ: ଲକଡାଉନ୍ ସମୟରେ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମସପ୍ତାହକୁ ବିରୋଧ କରି କଟକ ନଗର ଯୁବ କଂଗ୍ରେସ ପକ୍ଷରୁ ବାଦାମବାଡି ଛକଠାରେ ଏକ ଅଭିନବ ପ୍ରତିବାଦ କରାଯାଇଛି ।

ବେରୋଜଗାରକୁ ନେଇ ବଢୁଛି କଂଗ୍ରେସର ପ୍ରତିବାଦ

ଯୁବ କଂଗ୍ରେସ କର୍ମୀମାନେ ହାତରେ ଚପଲ ଧରି ବିକ୍ରି କରି ପ୍ରତିବାଦ ଜଣାଇଛନ୍ତି । କୋରୋନା ପରେ କେନ୍ଦ୍ର ସରକାର ଲକଡାଉନ୍ ଆଉ ସଟଡାଉନ୍ କରିଦେଲେ । ଯାହା ଫଳରେ ଆଜି ପର୍ଯ୍ୟନ୍ତ ବହୁ ଯୁବକ ରୋଜଗାର ହରାଇ ବସିଛନ୍ତି । ହେଲେ ଏହାର କିଛି ସମାଧାନ ନ କରି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହ ପାଳନ କରୁଛନ୍ତି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମସପ୍ତାହକୁ ପ୍ରତ୍ୟାଖ୍ୟାନ କରି କଟକ ନଗର ଯୁବ କଂଗ୍ରେସ ପକ୍ଷରୁ ବେରୋଜଗାର ସପ୍ତାହ ପାଳନ ଭାବେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.