ETV Bharat / city

ମନ୍ତ୍ରୀଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ୭୨ ଘଣ୍ଟାର ମହଲତ ଦେଲା ଯୁବ କଂଗ୍ରେସ - Youth Congress has demanded

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ ଯୁବ କଂଗ୍ରେସ। ଅଧିକ ପଢନ୍ତୁ...

Youth Congress
Youth Congress
author img

By

Published : Oct 26, 2021, 7:53 PM IST

କଟକ: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ ଯୁବ କଂଗ୍ରେସ । ଶତାଧିକ କଂଗ୍ରେସ କର୍ମୀ ଏକ ରାଲି କରି ଡିଜିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିଛି ସମୟ ଧରି କଂଗ୍ରେସ କର୍ମୀ ମାନେ ସରକାରଙ୍କ ବିରୋଧରେ ନାରବାଜି କରିଥିଲେ। ଏହା ପରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ରହିଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଡିଜିପିଙ୍କୁ ଭେଟି 72 ଘଣ୍ଟାର ମହଲତ ଦେଇଛି ଯୁବ କଂଗ୍ରେସ ।

ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କର: ଯୁବ କଂଗ୍ରେସ

ଯୁବ କଂଗ୍ରେସ ଦେଇଥିବା ମହଲତ ମଧ୍ୟରେ ମନ୍ତ୍ରୀ ଗିରଫଦାରୀ ନହେଲେ ପରବର୍ତ୍ତୀ 72 ଘଣ୍ଟା ପରେ ନବୀନ ନିବାସ ଘେରାଉ କରାଯିବ ବୋଲି ଯୁବ କଂଗ୍ରେସ ଧମକ ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.