ETV Bharat / city

କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା

ଶୀତ ଯାଇନି। ମାଡିଆସିଲା ଅଦିନିଆ ବର୍ଷା । ଯେମିତି ବୋଝ ଉପରେ ନଳିତା ବିଡା ହୋଇ କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା ।

କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା
କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା
author img

By

Published : Feb 5, 2020, 9:49 PM IST

କଟକ: ଅଦିନିଆ ବର୍ଷାରେ ବେହାଲ ସିଲଭର ସିଟି । ରାସ୍ତା ଉପରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଯିବାରୁ ହନ୍ତସନ୍ତ ଲୋକେ । ବିଶେଷ କରି କାଜି ବଜାର, ବାଦାମବାଡି, ରୋଭର ଷ୍ଟ୍ରିଟ, ସୂତାହାଟ ଅଞ୍ଚଳରେ ଜଳବନ୍ଦୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ଶୀତର ଯାଇ ନଥିବାବେଳେ, ଅନ୍ୟପଟେ ବର୍ଷାର ପ୍ରକୋପ କଟିକିଆଙ୍କ ନିଦ ହଜାଇଛି । ଆଜି ସକାଳୁ ଲଗାଣ ବର୍ଷା ଆରମ୍ଭ ହୋଇଥିବାବେଳେ, ନାଳ ପାଣି ଆସି ରାସ୍ତାରେ ଉପରେ ଭାସୁଛି । ଏଭଳି ସ୍ଥିତି କେବଳ ବର୍ଷା ଋତୁରେ ଦେଖିବାକୁ ମିଳୁଥିବାବେଳେ, ଶୀତରେ ଏଭଳି ପରିସ୍ଥିତି ଲୋକଙ୍କୁ ନାନା ସମସ୍ୟାରେ ପକାଇଛି ।

କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ: ଅଦିନିଆ ବର୍ଷା ରେ ବେହାଲ ସିଲଭରସିଟି । ରାସ୍ତା ଉପରେ ବହୁଛି ଆଣ୍ଠୁଏ ଉଚ୍ଚ ର ପାଣି । ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ସାଧାରଣ ଜନତା । ବିଶେଷକରି କାଜି ବଜାର , ବାଦାମବାଡି , ରୋଭର ଷ୍ଟ୍ରିଟ , ସୂତା ହାଟ ଅଞ୍ଚଳ ରେ ଏହି ଜଳବନ୍ଦୀ ସମସ୍ୟା ଦୃଷ୍ଟି ଗୋଚର ହୋଇଛି । ତେବେ ଗୋଟିଏ ପଟେ ଶୀତ କୁ ଅନ୍ୟପଟେ ବର୍ଷା ର ପ୍ରକୋପ କଟକିଆ ଙ୍କ ହଯାଇଛି ନିଦ ।

ତେବେ ଆଜି ସକାଳୁ ବର୍ଷା ଆରମ୍ଭ ହୋଇଛି ଲଗାଣ ବର୍ଷା । ନାଳ ପାଣି ରାସ୍ତା ଉପରେ ବହୁ ଥିବାରୁ ସହର ର ଅବସ୍ଥା ସଙ୍ଗିନ । ତେବେ ଏହି ସ୍ଥିତି ବର୍ଷା ଦିନ ବେଶ ଦୃଷ୍ଟି ଗୋଚର ହୋଇଥାଏ । ତେବେ ମୋଟାମୋଟି କହିବାକୁ ଗଲେ ଶୀତ ପ୍ରକୋପ କମି ନଥିଲା ବେଳେ ବର୍ଷା ର ଆଗମନ ସିଲଭରସିଟି କୁ ଦେଇଛି ଅସହ୍ୟ ଯନ୍ତ୍ରଣା ।

Body:ବାଇଟ: ସାଧାରଣ ଜନତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.