ETV Bharat / city

ସ୍ନାନ ମଣ୍ଡପରେ ମାସ୍କ ପିନ୍ଧିଲେନି ସେବାୟତ, ହାଇକୋର୍ଟରେ ମାମଲା - ସ୍ନାନ ବେଦୀରେ ସାମାଜିକ ଦୂରତା ଭାଙ୍ଗିଲେ ସେବାୟତ

ସ୍ନାନ ମଣ୍ଡପ ଉପରେ ସ୍ନାନ ନୀତି କରୁଥିବା ସେବାୟତ ଓ ପୂଜକମାନେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିନଥିଲେ । ୟାହାକୁ ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି ।

snana ritual violation case in highcourt, sevoits violated rule in snana mandap, sevoits violated mask rule in snana ritual, sevoits violated social distancing in snana bedi, cuttack latest news, ହାଇକୋର୍ଟରେ ସ୍ନାନ ନୀତିରେ ପ୍ରଘଟ, ସ୍ମାନ ମଣ୍ଡପରେ ସେବାୟତଙ୍କ ଆଇନ ଉଲଙ୍ଘନ, ସ୍ମାନ ନୀତିରେ ସେବାୟତ ଭାଙ୍ଗିଲେ ମାସ୍କ ନୀତି, ସ୍ନାନ ବେଦୀରେ ସାମାଜିକ ଦୂରତା ଭାଙ୍ଗିଲେ ସେବାୟତ, କଟକ ଲାଟେଷ୍ଟ ନ୍ୟୁଜ୍‌
ସ୍ନାନ ମଣ୍ଡପରେ ମାସ୍କ ନପିନ୍ଧିବା ସେବାୟତଙ୍କୁ ପଡିଲା ମହଙ୍ଗା
author img

By

Published : Jun 8, 2020, 10:21 PM IST

କଟକ: ସ୍ନାନ ମଣ୍ଡପ ଉପରେ ସ୍ନାନ ନୀତି କରୁଥିବା ସେବାୟତ ଓ ପୂଜକମାନେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିନଥିଲେ । ୟାହାକୁ ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ଆଇନଜୀବୀ ଦିଲୀପ ରାୟଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ଜନସ୍ବାର୍ଥ ମାମଲାରେ ଆଇନ ଉଲଙ୍ଘନକାରୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କେବଳ ସେତିକି ନୁହେଁ ପୁନର୍ବାର ଯେପରି ଏଭଳି ଘଟଣା ନଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରାର୍ଥନା କରାଯାଇଛି । ସେହିପରି ରଥଯାତ୍ରା ସମୟରେ ପୋଲିସ କିମ୍ବା ସେବାୟତଙ୍କ ପରିବର୍ତ୍ତେ ମେସିନ ସାହାଯ୍ୟରେ ରଥ ଟାଣିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ, ଆଇନମନ୍ତ୍ରୀ, ପୁରୀ ଜିଲ୍ଳାପାଳ, ମନ୍ଦିର ପ୍ରଶାସନଙ୍କ ସମେତ 7 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.