ETV Bharat / city

ବନ୍ୟା ମୁକାବିଲା ନେଇ ସିଏମସିର ଜୋରଦାର ପ୍ରସ୍ତୁତି - ସିଏମସିର ଜୋରଦାର ପ୍ରସ୍ତୁତି

ମାଡି ଆସୁଛି ବନ୍ୟା । ଏନେଇ ସିଲଭରସିଟିରେ ବଢ଼ିଲାଣି କୋକୁଆ ଭୟ । ତେବେ ଏହି ଭୟକୁ ଏଡାଇବା ପାଇଁ ସିଏମସି ପକ୍ଷରୁ ନିଆଯାଇଛି ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ ।

ଡିଜାଇନ ଫଟୋ
author img

By

Published : Aug 15, 2019, 5:08 AM IST

କଟକ: ଆସୁଛି ବନ୍ୟା । ବଢୁଛି ଜଳ ସ୍ତର । ଏନେଇ ସିଲଭରସିଟିରେ ବଢ଼ିଲାଣି କୋକୁଆ ଭୟ । ତେବେ ଏହି ଭୟକୁ ଏଡାଇବା ପାଇଁ ସିଏମସି ପକ୍ଷରୁ ନିଆଯାଇଛି ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତଳିଆ ଅଞ୍ଚଳ ବାସୀନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା, ଶୁଖିଲା ଖାଦ୍ୟ ଓ ତମାମ ଅଞ୍ଚଳ ବନ୍ୟା ପାଇଁ ପ୍ରଚାର ଜାରି ରଖିଛି ସିଏମସି । ତେବେ ଏହି ପ୍ରକ୍ରିୟାରେ ବେଶ ଯତ୍ନବାନ ରହିଛି ମହାନଗର ନିଗମ ।

ଯେଉଁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବ ତାକୁ ସାଙ୍ଗେସାଙ୍ଗେ ଭଲଭୋ ମଟର ସାହାଯ୍ୟରେ ନିଷ୍କାସନ କରି ଦିଆଯିବ । ଵର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ବନ୍ୟାରେ କୌଣସି ପ୍ରକାର ଅସୁବିଧା ହେବନି ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆସୁଛି ବନ୍ୟା । ବଢୁଛି ଜଳ ସ୍ତର । ଏନେଇ ସିଲଭରସିଟି ରେ ବଢ଼ିଲାଣି କୋକୁଆ ଭୟ । ତେବେ ଏହି ଭୟ କୁ ଏଡେଇବା ପାଇଁ ସିଏମସି ପକ୍ଷରୁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତଳିଆ ଅଞ୍ଚଳ ବାସୀନ୍ଧା ଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା , ଶୁଖିଲା ଖାଦ୍ୟ , ଓ ତମାମ ଅଞ୍ଚଳ ବନ୍ୟା ପାଇଁ ପ୍ରଚାର ଜାରି ରଖିଛି ସିଏମସି । ତେବେ ଏହି ପ୍ରକ୍ରିୟା ରେ ବେଶ ଯତ୍ନବାନ ରହିଛି ମହାନଗର ନିଗମ ।

Body:ଯେଉଁ ତଳିଆ ଅଞ୍ଚଳ ରେ ବନ୍ୟା ଜଳ ପ୍ରବେଶ କରିବ ତାକୁ ସାଙ୍ଗେସଙ୍ଗେ ଭଲଭୋ ମଟର ସହଯ୍ୟରେ ନିଷ୍କାସନ କରି ଦିଆଯିବ । ଵର୍ତମାନ ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ବନ୍ୟା ରେ କୌଣସି ପ୍ରକାର ଅସୁବିଧା ହେବନି ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ବାଇଟ: ଅନନ୍ୟା ଦାସ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.