ETV Bharat / city

କିଡନୀ ରୋଗ ପାଇଁ ଗଠିତ ହେବ ଟାସ୍କଫୋର୍ସ - କିଡନୀ ରୋଗ ପାଇଁ ଗଠିତ ହେବ ଟାସ୍କଫୋର୍ସ

କଟକ ଜିଲ୍ଲାର ୩ଟି ବ୍ଲକରେ ବ୍ୟାପୁଥିବା କିଡନୀ ରୋଗ ପାଇଁ ଗଠିତ ହେବ ଟାସ୍କଫୋର୍ସ। ଅଧିକ ପଢନ୍ତୁ...

କିଡନୀ ରୋଗ ପାଇଁ ଗଠିତ ହେବ ଟାସ୍କଫୋର୍ସ
କିଡନୀ ରୋଗ ପାଇଁ ଗଠିତ ହେବ ଟାସ୍କଫୋର୍ସ
author img

By

Published : Dec 18, 2020, 12:51 PM IST

କଟକ:କିଡନୀ ରୋଗ ପାଇଁ ଟାସ୍କଫୋର୍ସ । କଟକ ଜିଲ୍ଲାର ୩ଟି ବ୍ଲକରେ ବ୍ୟାପୁଥିବା କିଡନୀ ରୋଗ ପାଇଁ ଗଠିତ ହେବ ଟାସ୍କଫୋର୍ସ। ତିଗିରିଆ, ନରସିଂହପୁର ଓ ବଡମ୍ବା ପାଇଁ ଟାସ୍କଫୋର୍ସ ଗଠିତ। ଟାସ୍କଫୋର୍ସରେ RMRC, SCB ସହିତ ରାଜ୍ୟର ବହାରର ବିଶେଷଜ୍ଞ ସାମିଲ ଅଛନ୍ତି ।

ତେବେ କାହିଁକି କିଡନୀ ରୋଗ ବ୍ୟାପୁଛି ତାହାର ଅନୁସନ୍ଧାନ ଓ ଗବେଷଣା ସହିତ ନିରାକରଣର ବାଟ ବାହାର କରିବ ଟାସ୍କଫୋର୍ସ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.