ETV Bharat / city

ସୁମୀତ-ତପସ୍ୱିନୀ ମାମଲା, ଆସନ୍ତା ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

author img

By

Published : Mar 31, 2022, 6:54 PM IST

Updated : Mar 31, 2022, 7:02 PM IST

ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ବ୍ରହ୍ମପୁର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନ । ଏପ୍ରିଲ ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସୁମୀତ-ତପସ୍ୱିନୀ ମାମଲା, ଆସନ୍ତା ୯ ରେ ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

କଟକ: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ବ୍ରହ୍ମପୁର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନ । ଏପ୍ରିଲ ୯ ତାରିଖରେ ହାଜର ହେବାକୁ ହାଇକୋର୍ଟ ଉଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୂର୍ବରୁ ଆସ୍କାରେ ନେଇଥିବା ଭଡା ଘରର ଉଭୟ ପତିପତ୍ନୀ ଭିଡିଓ ଗ୍ରାଫ କରି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁମୀତ-ତପସ୍ୱିନୀ ମାମଲା, ଆସନ୍ତା ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ଏହା ବ୍ୟତୀତ ତାଙ୍କୁ ସରକାରୀ କ୍ବାଟର ମିଳିଛି ନାଁ ନାହିଁ ସେନେଇ ସୁମୀତ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କୋର୍ଟ ଦେଇଥିବା ସ୍ଥିତାବସ୍ଥା ଜାରିରହିବ । ଏପ୍ରିଲ ୩୦ ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 31, 2022, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.