ETV Bharat / city

କଟକରେ ଅଲୌକିକ ଘଟଣା, ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲା ୧୩ ପିତ୍ତଳ ମୂର୍ତ୍ତି - କଟକରେ ଅଲୌକିକ ଘଟଣା

ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ବାହାରିଲା ଏକ ସାଳଗ୍ରାମ ସମେତ 13ଟି ପିତ୍ତଳ ମୂର୍ତ୍ତି । ଅଧିକ ପଢନ୍ତୁ

କଟକରେ ଅଲୌକିକ ଘଟଣା, ମାଟି ତଳୁ ବାହାରିଲା ୧୩ ପିତଳ ମୂର୍ତ୍ତି

author img

By

Published : Jun 25, 2022, 2:08 PM IST

Updated : Jun 25, 2022, 8:40 PM IST

କଟକ: ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ବାହାରିଲା ଏକ ସାଳଗ୍ରାମ ସମେତ 13ଟି ପିତ୍ତଳ ମୂର୍ତ୍ତି । ସୂଚନା ଅନୁସାରେ, କିଛି ଦିନ ତଳେ ଦୀନବନ୍ଧୁଙ୍କ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ରାତିରେ ସ୍ବପ୍ନାଦେଶ ହୋଇଥିଲା । ଏହା ପରେ ଆପେଆପେ ଘରର ଚଟାଣ ଫାଟିଥିଲା । ପରେ ଠାକୁରଙ୍କ ସ୍ବପ୍ନାଦେଶ ଅନୁଯାୟୀ ମାଟି ଖୋଳି ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି ।

କଟକରେ ଅଲୌକିକ ଘଟଣା, ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲା ୧୩ ପିତ୍ତଳ ମୂର୍ତ୍ତି

ଉଦ୍ଧାର ମୂର୍ତ୍ତି ମଧ୍ୟରେ ଗରୁଡ, ବ୍ରହ୍ମା, ବିଷ୍ଣୁ ମହେଶ୍ବର, ଗଣେଷ, ସରସ୍ୱତୀ, ବୃଷଭ, ଶାଳଗ୍ରାମ, ରାମ ଅଭିଷେକ, ଶିବ, ନାରାୟଣ ଏବଂ ଅଷ୍ଟଭୂଜା ମା' ଦୂର୍ଗାଙ୍କ ମୂର୍ତ୍ତି ରହିଛି । ତେବେ ମୂର୍ତ୍ତିଗୁଡିକ ଉଦ୍ଧାର ପରେ ପ୍ରତ୍ନତତ୍ତ୍ଵ ବିଭାଗ ଘରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି । ଏହି ପୁରାତନ ମୂର୍ତ୍ତିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

Last Updated : Jun 25, 2022, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.