ETV Bharat / city

ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା: ଭାଗନେଲେ 12 ଜିଲ୍ଲାରୁ 150 ପ୍ରତିଯୋଗୀ

ବାରବାଟୀ କ୍ଳବ ହାଉସରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ...

state level wrestling championship started in cuttack
ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା,ଭାଗନେଲେ 12 ଜିଲ୍ଲାରୁ 150 ପ୍ରତିଯୋଗୀ
author img

By

Published : Oct 19, 2021, 6:12 PM IST

କଟକ: ଆରମ୍ଭ ହେଲା ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରୁ ଖେଳାଳି ମାନେ ଜାତୀୟସ୍ତର ପାଇଁ ମଧ୍ୟ ମନୋନୀତ ହେବେ ।

ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା,ଭାଗନେଲେ 12 ଜିଲ୍ଲାରୁ 150 ପ୍ରତିଯୋଗୀ

କଟକର ବାରବାଟୀ କ୍ଳବ ହାଉସରେ ଆରମ୍ଭ ହୋଇଛି ଓଡିଶା ରେସଲିଂ ଚମ୍ପିୟାନସିପ । ରାଜ୍ୟର 12ଟି ଜିଲ୍ଲାରୁ ମୋଟ 150 ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି । ଦୁଇ ଦିନ ଧରି ଚାଲିବ ଏହି ମେଗା ପ୍ରତିଯୋଗିତା । ଏହି ରାଜ୍ୟସ୍ତରୀୟ ମୁକାବିଲା ମୋଟ 4 ଟି ଵର୍ଗରେ ଖେଳାଯାଉଛି ।

ତେବେ ଏହି ପ୍ରତିଯୋଗିତା ଆୟୋଜନର ମୁଖ୍ୟ ଲକ୍ଷ୍ୟ ରାଜ୍ୟରେ କୁସ୍ତି କ୍ରୀଡାକୁ ଆହୁରି ବ୍ୟାପକ କରିବା । ଏହାସହ ଯେଉଁ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ବିଜୟ ଲାଭ କରିବେ ନେଇ ସ୍ପଷ୍ଟ କରିଛନ୍ତି । କୁସ୍ତିକୁ ଲୋକପ୍ରିୟ କରିବା ସହ ଏହି ଖେଳ ପ୍ରତି ଯୁବକୁ ଆକୃଷ୍ଟ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ ବୋଲି ରାଜ୍ୟ କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.