ETV Bharat / city

କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା ଲଗାଇଲା ପ୍ରଶାସନ

କଟକରେ ଗୁଡି ଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଅଧିକ ଖବର ପଢନ୍ତୁ...

କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା ଲଗାଇଲା ପ୍ରଶାସନ
କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା ଲଗାଇଲା ପ୍ରଶାସନ
author img

By

Published : Jan 11, 2020, 11:26 PM IST

କଟକ: ଜିଲ୍ଲାରେ ଗୁଡି ଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର ନକରି କଟନ ସୂତାରେ ଗୁଡି ଉଡାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଭିଭାବକ ମାନେ ଘରର ଛାତ ଉପରେ ପିଲାମାନଙ୍କୁ ଗୁଡି ଉଡାଇବାକୁ ବାରଣ କରିବାକୁ ପ୍ରଶାସନ ଅନୁରୋଧ କରିଛି ।

କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା ଲଗାଇଲା ପ୍ରଶାସନ

ଖୋଲା ସ୍ଥାନରେ ଗୁଡି ଉଡାଇବାକୁ ଜିଲାପ୍ରଶାସନ ପରାମର୍ଶ ଦେଇଛି । କଟକ ସହରରେ ଗୁଡି ଉଡାଇବା ପାଇଁ ଜିଲ୍ଲାପ୍ରଶାସନ ୧୦ ଗୋଟି ସ୍ଥାନ ଚିହ୍ନଟ କରିଛି । ସେହିପରି ବ୍ୟବସାୟୀ ମାନଙ୍କୁ ମାଞ୍ଜା ଦିଆ ସୂତା ବିକ୍ରି ନକରିବା ପାଇଁ ଜିଲ୍ଲା ପ୍ରଶାସନ ବାରଣ କରିଥିବା କଟକ ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ଗୁଡିଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ ପରାମର୍ଶ ଦିଆଯାଇଛି।ମାଂଜା ସୂତା ବ୍ୟବହାର ନକରି କଟନ ସୂତାରେ ଗୁଡି ଉଡାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ଅବିଭାବକ ମାନେ ଘରର ଛାତ ଉପରେ ପିଲାମାନଙ୍କୁ ଗୁଡି ଉଡାଇବାକୁ ବାରଣ କରିବାକୁ ପ୍ରଶାସନ ଅନୁରୋଧ କରିଛି।ଖୋଲା ସ୍ଥାନରେ ଗୁଡି ଉଡାଇବାକୁ ଜିଲାପ୍ରଶାସନ ପରାମର୍ଶ ଦେଇଛି।କଟକ ସହରରେ ଗୁଡି ଉଡାଇବା ପାଇଁ ଜିଲ୍ଲାପ୍ରଶାସନ ୧୦ ଗୋଟି ସ୍ଥାନ ଚିହ୍ନଟ କରିଛି।ସେହିପରି ବ୍ୟବସାୟୀ ମାନଙ୍କୁ ମାଂଜା ଦିଆ ସୂତା ବିକ୍ରି ନକରିବା ପାଇଁ ଜିଲ୍ଲା ପ୍ରଶାସନ ବାରଣ କରିଥିବା କଟକ ଜିଲ୍ଲାପାଳ କହିଛନ୍ତି।

ବାଇଟ - ଭବାନୀ ଶଙ୍କର ଚୟିନୀ,କଟକ ଜିଲ୍ଲାପାଳ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.