ETV Bharat / city

ସୁପ୍ରିମକୋର୍ଟରେ ହୋଇଛି କି ଭୁଲ ତଥ୍ୟ ଉପସ୍ଥାପନ ! ବରିଷ୍ଠ ଆଇନଜୀବୀଙ୍କ ପ୍ରତିକ୍ରିୟା - SC issues

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ । ଅଧିକ ଖବର ପଢନ୍ତୁ...

ସୁପ୍ରିମକୋର୍ଟରେ ହୋଇଛି କି ଭୁଲ ତଥ୍ୟ ଉପସ୍ଥାପନ! ବରିଷ୍ଠ ଆଇନଜୀବିଙ୍କ ପ୍ରତିକ୍ରିୟା
author img

By

Published : Oct 23, 2019, 5:13 PM IST

କଟକ: ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନ ସଭାପତି ଓ ଆକ୍ସନ ଟେକେନ କମିଟିର ସଭାପତି ଘଟଣାକୁ ନିଜର ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ ଜୈନିକ ଆଇନଜୀବୀ ଜଣକ ସୁପ୍ରିମକୋର୍ଟରେ ଯେଉଁ ତଥ୍ୟ ଦାଖଲ କରିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ।

ସୁପ୍ରିମକୋର୍ଟରେ ହୋଇଛି କି ଭୁଲ ତଥ୍ୟ ଉପସ୍ଥାପନ! ବରିଷ୍ଠ ଆଇନଜୀବିଙ୍କ ପ୍ରତିକ୍ରିୟା

ହାଇକୋର୍ଟରେ ସେଭଳି ପରିସ୍ଥିତି ଉପୁଜିନଥିବା ହାଇକୋର୍ଟ ରେଜିଷ୍ଟ୍ରାର ସୁପ୍ରିମକୋର୍ଟକୁ ମଧ୍ୟ ଜଣାଇଛନ୍ତି। କେଉଁ ପରିସ୍ଥିତିରେ ହାଇକୋର୍ଟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଫୋର୍ସ ମୁତୟନ କରାଯିବ । ଏହାକୁ ନେଇ ସୁପ୍ରିମକୋର୍ଟ କିପରି ଆଦେଶ ଦେଲେ ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ହାଇକୋର୍ଟ ବରିଷ୍ଠ ଆଇନଜୀବୀ ।

ତେଣୁ ଘଟଣାର ପୁନଃ ବିଚାର କରି ହାଇକୋର୍ଟ, ସୁପ୍ରିମକୋର୍ଟଙ୍କୁ ସଠିକ ତଥ୍ୟ ପ୍ରଦାନ କରିବେ ବୋଲି ଆଶାପ୍ରକଟ କରିଛନ୍ତି ହାଇକୋର୍ଟ ବାର ସଭାପତି । ସେହିପରି ଆବଶ୍ୟକସ୍ଥଳେ ଜୈନିକ ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇପାରେ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ହାଇକୋର୍ଟ ଆଇନଜୀବୀ ଙ୍କ ଆନ୍ଦୋଳନ କୁ ନେଇ ସୁପ୍ରିମକୋର୍ଟ ଙ୍କ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାର ଆସୋସିଏସନ ସଭାପତି ଓ ଆକ୍ସନ ଟେକେନ କମିଟି ର ସଭାପତି।ଜୈନିକ ଆଇନଜୀବୀ ଜଣକ ସୁପ୍ରିମକୋର୍ଟ ରେ ଯେଉଁ ତଥ୍ୟ ଦାଖଲ କରିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ।ହାଇକୋର୍ଟ ରେ ସେଭଳି ପରିସ୍ଥିତି ଉପୁଜି ନଥିବା ହାଇକୋର୍ଟ ରେଜିଷ୍ଟ୍ରାର ସୁପ୍ରିମକୋର୍ଟ କୁ ମଧ୍ୟ ଜଣାଇଛନ୍ତି।କେଉଁ ପରିସ୍ଥିତିରେ ହାଇକୋର୍ଟ ରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଫୋର୍ସ ମୃତୟନ କରାଯିବା ନେଇ ସୁପ୍ରିମକୋର୍ଟ ଆଦେଶ ଦେଲେ ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ହାଇକୋର୍ଟ ବରିଷ୍ଠ ଆଇନଜୀବୀ।
ଏହି ପ୍ରସଙ୍ଗରେ ହାଇକୋର୍ଟ ,ସୁପ୍ରିମକୋର୍ଟ ଙ୍କୁ ସଠିକ ତଥ୍ୟ ପ୍ରଦାନ କରିବେ ବୋଲି ଆଶାପ୍ରକଟ କରିଛନ୍ତି ହାଇକୋର୍ଟ ବାର ସଭାପତି ।ସେହିପରି ଆବଶ୍ୟକ ପଡ଼ିଲେ ଜୈନିକ ଆଇନଜୀବୀ ଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇପାରେ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି।

ବାଇଟ - ଗୋପାଳକୃଷ୍ଣ ମହାନ୍ତି,ହାଇକୋର୍ଟ ବାର ସଭାପତି।
ବାଇଟ - ଗଣେଶ୍ୱର ରଥ,ଆକ୍ସନ ଟେକେନ କମିଟି ସଭାପତି
ବାଇଟ -

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.