ETV Bharat / city

ଓଡ଼ିଶା ହାଇକୋର୍ଟର ବିଚାରପତି ଲାଗି ୩ ଜଣଙ୍କ ନାଁ ସୁପାରିଶ

author img

By

Published : Jul 25, 2022, 10:00 PM IST

ଓଡିଶା ହାଇକୋର୍ଟରେ ବଢିବ ବିଚାରପତି ସଂଖ୍ୟା । ଆଉ 3 ଜଣ ବିଚାରପତି ନିଯୁକ୍ତ ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ଅଧିକ ପଢନ୍ତୁ

ବଢିବ ଓଡିଶା ହାଇକୋର୍ଟ ବିଚାରପତି କ୍ଷମତା, 3 ଜଣଙ୍କ ନା ସୁପାରିଶ

ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟରେ ବଢିବ ବିଚାରପତି ସଂଖ୍ୟା । ଆଉ 3 ଜଣ ବିଚାରପତି ନିଯୁକ୍ତ ପାଇଁ ନାଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ ।

ଆଇନଜୀବୀ ସୁମନ ପଟ୍ଟନାୟକ, ବିଚାର ବିଭାଗୀୟ ଅଧିକାରୀ ଅଫିସର ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାମ ବିଚାରପତି ଭାବେ ନିଯୁକ୍ତ ପାଇଁ ସୁପାରିଶ । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୨ ରହିଛି । ଏହି 3 ଜଣ ବିଚାରପତିଙ୍କ ନିଯୁକ୍ତି ହେଲେ ଏହି ସଂଖ୍ୟା 25 ରେ ପହଞ୍ଚିବ ।

ତିନି ଜଣଙ୍କ ନାଁ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ୍

ଦୁଇ ବିଚାରବିଭାଗୀୟ ଅଧିକାରୀ ଓ ଜଣେ ଆଇନଜୀବୀଙ୍କ ନାଁ ସୁପାରିସ୍

ଦୁଇ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ, ଚିତ୍ତରଞ୍ଜନ ଦାଶ, ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାଁ ମଧ୍ୟ ସୁପାରିସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.