ETV Bharat / city

Cuttack CDAରେ ଭୁଶୁଡି ପଡିଲାଣି ପରିମଳ ବ୍ୟବସ୍ଥା, ପଦକ୍ଷେପ ପାଇଁ ସିଏମସି ନିକଟରେ ଦାବି - ସିଡିଏରେ ଭୁଶୁଡି ପଡ଼ିଲାଣି ପରିମଳ ବ୍ୟବସ୍ଥା

କଟକ ସିଡିଏ (Cuttack CDA)ଅଞ୍ଚଳରେ ଭୁଶୁଡି ପଡ଼ିଲାଣି ପରିମଳ ବ୍ୟବସ୍ଥା । ଏନେଇ ଆଜି ସିଏମସି କମିଶନର ( Cuttack CMC Commissioner)ଙ୍କୁ ଭେଟିବା ପାଇଁ ମହାନଗର ନିଗମରେ ଉପସ୍ଥିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

Cuttack CDAରେ ଭୁଶୁଡି ପଡିଲାଣି ପରିମଳ ବ୍ୟବସ୍ଥା , ପଦକ୍ଷପ ପାଇଁ CMC  ନିକଟରେ ଦାବି

author img

By

Published : Dec 7, 2021, 4:15 PM IST

କଟକ: କଟକ ସିଡିଏ (Cuttack CDA)ଅଞ୍ଚଳରେ ଭୁଶୁଡି ପଡ଼ିଲାଣି ପରିମଳ ବ୍ୟବସ୍ଥା । ସହରର ସବୁଠୁ ବିତ୍ତଶୀଳ ଅଞ୍ଚଳ ଭାବରେ ପରିଗଣିତ ଏହି ସ୍ଥାନ । ହେଲେ ଏବେ ଏଠାରେ ଭର୍ତ୍ତି ହୋଇଛି ଅଳିଆ ଆବର୍ଜନା । ସେକ୍ଟର 7ରେ ଏକ କମ୍ପୋଷ୍ଟ ସେଣ୍ଟର ଖୋଲିବା ପରେ ସହରର ପୁଳା ପୁଳା ଅଳିଆ ଏହି ସ୍ଥାନ ରେ ପଡିରହୁଛି । ଯାହା ଫଳରେ ଦୁର୍ଗନ୍ଧ ସାଙ୍ଗକୁ ପରିମଳ ବ୍ୟବସ୍ଥା ଅପରିଷ୍କାର ହେବା ସହ ସେକ୍ଟରରେ ରହିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡିଛି ।

Cuttack CDAରେ ଭୁଶୁଡି ପଡିଲାଣି ପରିମଳ ବ୍ୟବସ୍ଥା , ପଦକ୍ଷପ ପାଇଁ CMC ନିକଟରେ ଦାବି

ତେବେ ଏନେଇ ଆଜି ସିଏମସି କମିଶନର (Cuttack CMC Commissioner)ଙ୍କୁ ଭେଟିବା ପାଇଁ ମହାନଗର ନିଗମରେ ଉପସ୍ଥିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଯଦି ଏହି ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଆଗାମୀ ଦିନରେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.