ETV Bharat / city

ସାଲେପୁର ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ

author img

By

Published : Jul 11, 2020, 8:36 PM IST

କୋରୋନା ଆକ୍ରାନ୍ତ ହୋଇ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସୁସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ..

ସାଲେପୁର ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ
ସାଲେପୁର ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ

କଟକ: ସୁସ୍ଥ ହେଲେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା । କୋରୋନା ଆକ୍ରାନ୍ତ ହୋଇ ସେ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି (ଶନିବାର) ରିପୋର୍ଟ ନେଗେଟିଭ ବାହାରିବାରୁ ସେ ସୁସ୍ଥ ହୋଇଥିବା ସୂଚନା ରହିଛି ।

ଆଜି (ଶନିବାର) ହସ୍ପିଟାଲରୁ ପ୍ରଶାନ୍ତ ବେହେରା ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି । ଗତ ଚାରି ଦିନ ତଳେ ସେ କୋରୋନା ଆକ୍ରାନ୍ତ ହୋଇଥିଲେ ।

ପ୍ରକାଶ ଯେ, ବାଲେଶ୍ବର ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋରୋନା ଭୁତାଣୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.