ETV Bharat / city

‘ନିଜେ ବଞ୍ଚ, ଅନ୍ୟକୁ ବଞ୍ଚିବାର ବାର୍ତ୍ତା ଦିଅ’ - ସଡକ ସୁରକ୍ଷା ସପ୍ତାହ

ରାସ୍ତାର ନିୟମ ମାନି ଗାଡି ଚଲାଅ ଆଉ ସୁରକ୍ଷିତ ଭାବେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚ । ସୁରକ୍ଷିତ ଭାବରେ ଗାଡିଚାଳନା ପାଇଁ ଲୋକମାନଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ୩୧ ତମ ଜତୀୟ ସଡକ ସୁରକ୍ଷା ସପ୍ତାହ।

safty-awarness-in-cuttack
safty-awarness-in-cuttack
author img

By

Published : Jan 11, 2020, 11:34 PM IST

କଟକ: ସଡକ ସୁରକ୍ଷା ଜୀବନ ରକ୍ଷା । ରାସ୍ତାର ନିୟମ ମାନି ଗାଡି ଚଲାଅ ଆଉ ସୁରକ୍ଷିତ ଭାବେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚ । ସୁରକ୍ଷିତ ଭାବେ ଗାଡିଚାଳନା ପାଇଁ ଲୋକମାନଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ୩୧ତମ ଜତୀୟ ସଡକ ସୁରକ୍ଷା ସପ୍ତାହ ।

କଟକରେ ସଡକ ସୁରକ୍ଷା ସପ୍ତାହ; ନିଜେ ବଞ୍ଚ ଅନ୍ୟକୁ ବଞ୍ଚିବାର ବାର୍ତ୍ତା ଦିଅ

ବର୍ତ୍ତମାନ ଭାରତବର୍ଷରେ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା । ଯାହା ପାଇଁ ବେଶ ଚିନ୍ତାରେ ସରକାର । କାରଣ ଏଥିପାଇଁ ପ୍ରତ୍ୟକ ଦିନ ବହୁ ପରିମାଣରେ ଜୀବନହାନୀ ଘଟିବାରେ ଲାଗିଛି । ସେହି ପରିପ୍ରେକ୍ଷୀରେ ଆଜି (ଶନିବାର) ଆରମ୍ଭ ହୋଇଥିବା ୩୧ ତମ ସଡକ ସୁରକ୍ଷା ସପ୍ତାହରେ ଅଭିନବ ପ୍ରୟାସ କରିଛି କମିଶନରେଟ ପୋଲିସ।

ଲୋକ ମାନଙ୍କୁ ସଚେତନତା ଉଦ୍ଦେଶ୍ୟରେ ଟ୍ରାଫିକ କର୍ମଚାରୀଙ୍କ ପକ୍ଷରୁ ଏକ ବାଇକ ରାଲି ଆୟୋଜିତ କରିଥିଲା କମିଶନରଟେ ପୋଲିସ । ଯାହାଦ୍ବାରା ଲୋକମାନେ ନିୟମ ମାନି ଗାଡିଚଳାଇବେ ଓ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ। ତେବେ ଏହି ଟ୍ରାଫିକ ସଚେତନତା କଯ୍ୟକ୍ରମରେ କଟକ ଡିସିପି, ଟ୍ରାଫିକ ଏସିପିଙ୍କ ସମେତ ସିନେ ତାରକା ମିହିର ଦାସ , ଅମ୍ଳାନ, କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ:ସଡକ ସୁରକ୍ଷା ଜୀବନ ରକ୍ଷା । ରାସ୍ତା ର ନିୟମ ମାନି ଗାଡି ଚଲାଅ ଆଉ ସୁରକ୍ଷିତ ଭାବେରେ ନିଜର ଗନ୍ତବ୍ୟ ସ୍ଥଳରେ ପହଂଞ୍ଚ।ସୁରକ୍ଷିତ ଭାବେରେ ଗାଡିଚାଳନା ପାଇଁ ଲୋକ ମାନଙ୍କୁ ସଚେତନା ବାର୍ତା ବାଣ୍ଟିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ୩୧ ତମ ଜତୀୟ ସଡକ ସୁରକ୍ଷା ସପ୍ତାହ।

Body:ଵର୍ତମାନ ଭାରତବର୍ଷରେ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା।ଯାହା ପାଇଁ ବେଶ ଚିନ୍ତାରେ ସରକାର।କାରଣ ଏଥିପାଇଁ ପ୍ରତ୍ୟକ ଦିନ ବହୁ ପରିମାଣରେ ଜୀବନ ହାନି ଘଟିବାରେ ଲାଗିଛି।ସେହି ପରିପେକ୍ଷିରେ ଆଜି ଆରମ୍ଭ ହୋଇଥିବା ୩୧ ତମ ସଡକ ସୁରକ୍ଷା ସପ୍ତାହରେ ଅଭିନବ ପ୍ରୟାସ କରିଛି କମିଶନରେଟ ପୋଲିସ।

ଲୋକ ମାନଙ୍କୁ ସଚେତନତା ଉଦ୍ଧେଶ୍ୟରେ ଟ୍ରାଫିକ କର୍ମଚାରୀଙ୍କ ପକ୍ଷରୁ ଏକ ବାଇକ ରାଲି ଆୟୋଜିତ କରିଥିଲା କମିଶନରଟେ ପୋଲିସ।ଯାହାଦ୍ୱାରା ଲୋକମାନେ ନିୟମ ମାନି ଗାଡିଚଳାଇବେ ଓ ନିଜ ଜୀବନ କୁ ସୁରକ୍ଷିତ ରଖିପାରିବେ।ତବେ ଏହି ଟ୍ରାଫିକ ସଚେତନତା କଯ୍ୟକ୍ରମରେ କଟକ ଡି.ସି. ପି ଟ୍ରାଫିକ ଏ. ସି. ପି ଙ୍କ ସମେତ ସିନେ ତାରକା ଅମ୍ଳାନ , ମିହିର ଦାସ , କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Conclusion:ବାଇଟ:ଅଖିଳେସ୍ୱର ସିଂ( କଟକ ଡିସିପି)

edited story with vo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.