ETV Bharat / city

ଡିଜିଟାଲ ଇଣ୍ଡିଆର ଆବାହକ ଥିଲେ ରାଜୀବ ଗାନ୍ଧୀ: ମହମ୍ମଦ ମୋକିମ - ରାଜୀବ ଗାନ୍ଧୀ

ସିଲଭରସିଟିରେ ପାଳିତ ହେଲା ରାଜୀବ ଗାନ୍ଧୀଙ୍କ 76ତମ ଜନ୍ମ ଜୟନ୍ତୀ । କଟକର କଂଗ୍ରେସ କାର୍ଯ୍ୟାଳୟରେ ବେଶ ଆନନ୍ଦର ସହ ପାଳିତ ହୋଇଛି ଏହି ଦିବସ । "ତେବେ ରାଜୀବ ଗାନ୍ଧୀ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ହେବା ସହ ଜଣେ ସରଳ ମଣିଷ ମଧ୍ୟ ଥିଲେ । ଅଧିକ ଖବର ପଢନ୍ତୁ...

ଡିଜିଟାଲ ଇଣ୍ଡିଆର ଆବାହକ ଥିଲେ ରାଜୀବ ଗାନ୍ଧୀ; ମହମ୍ମଦ ମୋକିମ

author img

By

Published : Aug 20, 2020, 4:04 PM IST

କଟକ: ସିଲଭରସିଟିରେ ପାଳିତ ହେଲା ରାଜୀବ ଗାନ୍ଧୀଙ୍କ 76ତମ ଜନ୍ମ ଜୟନ୍ତୀ । କଟକର କଂଗ୍ରେସ କାର୍ଯ୍ୟାଳୟରେ ବେଶ ଆନନ୍ଦର ସହ ପାଳିତ ହୋଇଛି ଏହି ଦିବସ । "ତେବେ ରାଜୀବ ଗାନ୍ଧୀ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ହେବା ସହ ଜଣେ ସରଳ ମଣିଷ ମଧ୍ୟ ଥିଲେ । ଯାହାକୁ ନେଇ ଆଜିର ଯୁବ ସମାଜ ବେଶ ଅନୁପ୍ରାଣିତ । 40 ବର୍ଷ ରେ ସେ ଭାରତର ଦାୟିତ୍ବ ହାତକୁ ନେଇଥିଲେ ।

ଡିଜିଟାଲ ଇଣ୍ଡିଆର ଆବାହକ ଥିଲେ ରାଜୀବ ଗାନ୍ଧୀ; ମହମ୍ମଦ ମୋକିମ

"ତେବେ ଡିଜିଟାଲ ଇଣ୍ଡିଆର ଆବାହକ ଥିଲେ ସେ । ଯାହାକୁ ନେଇ ଏବେ ଅନେକ ବିକଶିତ ହୋଇଛି ଏହି ଦିଗ । ତେବେ ବର୍ତ୍ତମାନ ସମୟରେ ରାହୁଲ ସେହି କର୍ତ୍ତବ୍ୟ ପୁରା କରୁଛନ୍ତି । ତେବେ ଆଗକୁ ତାଙ୍କର ସେହି ଦିଗରେ ଉନ୍ନତି ଜାରି ରହିବ" ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.