ETV Bharat / city

ମଠ ଉଚ୍ଛେଦକୁ ହାଇକୋର୍ଟରେ ଚ୍ୟାଲେଞ୍ଜ - ଓଡିଶା ସୁରକ୍ଷା ସେନା

ପୁରୀ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ ମଠଗୁଡିକର ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 29, 2019, 11:16 PM IST

କଟକ: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠଗୁଡିକ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଏହି ମାମଲାରେ ରାଜ୍ୟ ସରକାର, ପୋଲିସ ମହାନିର୍ଦ୍ଦେଶକ, ପୁରୀ ଏସପି, ପୁରୀ ଜିଲ୍ଲାପାଳ, ପୁରୀ ମ୍ୟୁନିସପାଲଟିର କାର୍ଯ୍ୟକାରୀ ଅଧିକାରୀ ଓ ସଦର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଓଡିଶା ସୁରକ୍ଷା ସେନା ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି । ଶହ ଶହ ବର୍ଷ ଧରି ହିନ୍ଦୁ ସଂସ୍କୃତିର ମାନ ମର୍ଯ୍ୟାଦା ରକ୍ଷା କରୁଥିବା ମଠ ଗୁଡିକର ଉଚ୍ଛେଦ ନ କରିବାକୁ ମାମଲାରେ ଅନୁରୋଧ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପୁରୀ ରେ ଉଛେଦକୁ ବିରୋଧ କରି ହାଇକୋର୍ଟ ରେ ରୁଜୁ ହୋଇଛି ଜନ ସ୍ୱାର୍ଥ ମାମଲା।ଓଡିଶା ସୁରକ୍ଷା ସେନା ପକ୍ଷରୁ ହାଇକୋର୍ଟ ରେ ରୁଜୁ ହୋଇଛି ଏହି ମାମଲା।ଶହ ଶହ ବର୍ଷ ଧରି ହିନ୍ଦୁ ସଂସ୍କୃତିର ମାନ ମର୍ଯ୍ୟାଦା ବଢ଼ାଉଥିବା ମଠ ଗୁଡିକର ଉଛେଦ ନ କରିବାକୁ ପାର୍ଥନା।ରାଜ୍ୟସରକାର,ପୋଲିସ ମହାନିର୍ଦେଶକ,ପୁରୀ ଏସ୍ପି,ପୁରୀ ଜିଲ୍ଲାପାଳ,ପୁରୀ ମୁନିସପାଲଟି ଏକଜୟୁକେଟିଭ ଅଫିସର ,ସଦର ତହସିଲଦାର ଙ୍କୁ ପକ୍ଷଭୁକ୍ତ କରାଯାଇଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.