ETV Bharat / city

କଟକରେ ବେଧଡକ ଚାଲିଛି ପ୍ଲାଷ୍ଟିକ ବ୍ୟବହାର

ସିଲଭରସିଟି କଟକରେ ଚାଲିଛି ବେଧଡକ ପ୍ଲାଷ୍ଟିକ କାରବାର । ଉଭୟ ଖାଉଟି ଓ ଗ୍ରାହକ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ । ସୂତା ବ୍ୟାଗ କାଁ ଭାଁ ଦୃଷ୍ଟି ଗୋଚର ହେଉଥିବା ବେଳେ ବିଶେଷ କରି ପ୍ଲାଷ୍ଟିକକୁ ଗୁରୁତ୍ବ ଦେଉଛନ୍ତି ସମସ୍ତେ । ଜାଣନ୍ତୁ ପୁରା ଖବର...

କଟକରେ ବେଧଡକ ଚାଲିଛି ପ୍ଲାଷ୍ଟିକ ବ୍ୟବହାର
କଟକରେ ବେଧଡକ ଚାଲିଛି ପ୍ଲାଷ୍ଟିକ ବ୍ୟବହାର
author img

By

Published : Jan 15, 2020, 6:53 PM IST

Updated : Jan 15, 2020, 11:48 PM IST

କଟକ: ସରକାରୀ ନିୟମକୁ ଫୁ । କେବେ ହେବ ପ୍ଲାଷ୍ଟିକ ବ୍ୟାନ ? କେବେ ସୁସ୍ଥ ହେବ ସମାଜ । କାରଣ ବଜାରରେ ଏବେବି ଚାଲିଛି ବେଧଡ଼କ ପ୍ଲାଷ୍ଟିକ ବ୍ୟବସାୟ । ଗାନ୍ଧୀ ଜୟନ୍ତୀ ଯାଇ ପୁଣି ଜୟନ୍ତୀ ଆସିବାକୁ ବସିଲାଣି ହେଲେ ସେହି ଅବବ୍ୟସ୍ଥା ପୁନର୍ବାର ଦୃଷ୍ଟି ଗୋଚର ହେଉଛି । ତେବେ ଗୋଟିଏ କଥା କୁହାଯାଇ ପାରେ ନିୟମ ଏବେ ଖାତା କଲମ ରେ ସୀମିତ ହୋଇ ରହିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।

କଟକରେ ବେଧଡକ ଚାଲିଛି ପ୍ଲାଷ୍ଟିକ ବ୍ୟବହାର

ଖୋଦ ସିଲଭରସିଟି କଟକରେ ଚାଲିଛି ବେଧଡକ ପ୍ଲାଷ୍ଟିକ କାରବାର । ଉଭୟ ଖାଉଟି ଓ ଗ୍ରାହକ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ । ସୂତା ବ୍ୟାଗ କାଁ ଭାଁ ଦୃଷ୍ଟି ଗୋଚର ହେଉଥିବା ବେଳେ ବିଶେଷ କରି ପ୍ଲାଷ୍ଟିକକୁ ଗୁରୁତ୍ବ ଦେଉଛନ୍ତି ସମସ୍ତେ । ମାଛ ବଜାର ଠୁ ଆରମ୍ଭ କରି ପରିବା ମାର୍କେଟ ଚାରିଆଡେ ଖାଲି ପ୍ଲାଷ୍ଟିକ ହିଁ ପ୍ଲାଷ୍ଟିକ । ଏମିତିକି ଡଷ୍ଟବିନରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ମିଳୁଛି ।

ତେବେ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇଥିବା ବେଳେ ଏତେ ପରିମାଣର ପ୍ଲାଷ୍ଟିକ ଆସୁଛି କେମିତି ? ଏହାସହିତ ଖାଦ୍ୟରେ ବି ପ୍ଲାଷ୍ଟିକ ଆସୁଛି । ତେବେ ଖାଉଟି ଙ୍କ କହିବାନୁସାରେ ଯଦି ରାଜ୍ୟ ସରକାର ବିକଳ୍ପ ପରିମାଣ କୁ ତ୍ବରାନିତ କରନ୍ତେ ତେବେ ପ୍ଲାଷ୍ଟିକର ଆମଦାନୀ କମି ପାରନ୍ତା । ଆଉ ଏକ ସୁସ୍ଥ ସମାଜର ଗଠନ ହୋଇପାରନ୍ତା ଏଥିରେ ସନ୍ଦେହ ନାହିଁ ।

ଅନ୍ୟପଟେ ପ୍ଲାଷ୍ଟିକ ପ୍ରତି ଲୋକମାନେ କିଛି ମାତ୍ରାରେ ସଚେତନ ହେଲେଣି । ସହରରେ କିଛି ମାତ୍ରାରେ ପ୍ଲାଷ୍ଟିକ ପରିମାଣ କମିଛି । ତେବେ ଏହି ନିୟମ ଲୋକ ମାନଙ୍କ ଦ୍ବାରା କେବେ ସମ୍ପୂର୍ଣ୍ଣ ରୂପେ ଆଦୃତ ହେବ ତାହା ମଧ୍ୟ କହିବା ଅସମ୍ଭବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ଯଦି ନିୟମର କାର୍ଯ୍ୟକାରିତାକୁ ନେଇ ପ୍ରଶାସନ ଅବଗତ ନାହିଁ ସୁସ୍ଥ ସମାଜ ଗଠନ ହେବାକୁ ଆହୁରି ଦୀର୍ଘ ସମୟ ଲାଗିଯିବ ଏଥିରେ ସନ୍ଦେହ ନାହିଁ।

ସରକାରୀ ନିୟମ କୁହେ 'ପ୍ଲାଷ୍ଟିକ ଛାଡ଼ ସୁସ୍ଥ ସମାଜ ଗଢ' । ହେଲେ ଏହି ନିୟମ ସିଲଭରସିଟି ରେ କେତେ ମାତ୍ରାରେ ସଠିକ ଢ଼ଙ୍ଗରେ ସମ୍ପାଦିତ ହେଉଛି ତାହାର ବାସ୍ତବ ଚିତ୍ର ଏବେ ଆଖି ସାମ୍ନାରେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରକାରୀ ନିୟମ କୁ ଫୁ । କେବେ ହେବ ପ୍ଲାଷ୍ଟିକ ବ୍ୟାନ । କେବେ ସୁସ୍ଥ ହେବ ସମାଜ । କାରଣ ବଜାର ରେ ଏବେବି ଦୃଶ୍ୟ ହେଇଚି ବେଧଡ଼କ ପ୍ଲାଷ୍ଟିକ ବ୍ୟବସାୟ । ଗାନ୍ଧୀ ଜୟନ୍ତୀ ଯାଇ ପୁଣି ଜୟନ୍ତୀ ଆସିବାକୁ ବସିଲାଣି ହେଲେ ସେହି ଅବବ୍ୟସ୍ଥା ଦୃଷ୍ଟି ଗୋଚର ହେଉଛି । ତେବେ ଗୋଟିଏ କଥା କୁହାଯାଇ ପାରେ ନିୟମ ଏବେ ଖାତା କଲମ ରେ ସମିତ ହୋଇ ଯାଇଛି । ଯାହର ଫାଇଦା ଉଠାଉଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।

Body:ଭିଓ: ସିଲଭରସିଟି ଚାଲିଛି ବେଧଡକ ପ୍ଲାଷ୍ଟିକ କାରବାର । ଉଭୟ ଖାଉଟି ଓ ଗ୍ରାହକ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ । ସୂତା ବ୍ୟାଗ କାଁ ଭାଁ ଦୃଷ୍ଟି ଗୋଚର ହେଉଥିଲା ବେଳେ ବିଶେଷକରି ପ୍ଲାଷ୍ଟକ କୁ ଗୁରୁତ୍ୱ ଦେଉଛନ୍ତି ସମସ୍ତେ । ମାଛ ବଜାର ଠୁ ଆରମ୍ଭ କରି ପରିବା ମାର୍କେଟ ଚାରିଆଡେ ପ୍ଲାଷ୍ଟିକ । ଏମିତିକି ଦଷ୍ଟବିନ ରେ ମଧ୍ୟ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ଦୃଶ୍ୟ ହେଉଛି । ତେବେ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇଥିଲା ବେଳେ ଏତେ ପରିମାଣ ର ପ୍ଲାଷ୍ଟିକ ଆସୁଛି କେମିତି । ଏହାସହିତ ଖାଦ୍ୟ ରେ ବି ପ୍ଲାଷ୍ଟିକ ଆସୁଛି । ତେବେ ଖାଉଟି ଙ୍କ କହିବାନୁସାରେ ଯଦି ରାଜ୍ୟ ସରକାର ବିକଳ୍ପ ପରିମାଣ କୁ ତ୍ବରାନିତ କରନ୍ତେ ତେବେ ପ୍ଲାଷ୍ଟିକ ର ଆମଦାନୀ କମି ଯାଆନ୍ତା । ଆଉ ଏକ ସୁସ୍ଥ ସମାଜ ର ଗଠନ ହୋଇପାରନ୍ତା ।

ବାଇଟ: ସଞ୍ଜୟ ଚକ୍ରବର୍ତୀ ( କଟକ ବାସିନ୍ଦା)

ଭିଓ୨: ଅନ୍ୟପଟେ ପ୍ଲାଷ୍ଟିକ ପ୍ରତି ଲୋକମାନେ କିଛି ମାତ୍ରାରେ ସଚେତନ ହେଲେଣି । ସହରେ କିଛି ମାତ୍ରାରେ ପ୍ଲାଷ୍ଟିକ ପରିମାଣ କମିଚି । ତେବେ ଏହି ନିୟମ ଲୋକ ମାନଙ୍କ ଦ୍ୱାରା କେବେ ସମ୍ପୁର୍ଣ୍ଣ ରୂପେ ଆଦୃତ ହେବ ତାହା ମଧ୍ୟ କହିବା ଅସମ୍ଭବ ବୋଲି କହିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ । ଯଦି ଜିଲ୍ଲାର ମୁଖ୍ୟ ହୋଇ ଏହି ନିୟମ ର କାର୍ଯ୍ୟକାରିତା କୁ ନେଇ ଅବଗତ ନାହାନ୍ତି । ତେବେ ସୁସ୍ଥ ସମାଜ କଣ ଗଠନ ହେବ । ତାକୁ ନେଇ ବଡ଼ ପ୍ରଶ୍ନ ।

ବାଇଟ: ଭାଵନୀ ଶଙ୍କର ଚୟିନୀ( ଜିଲାପାଳ କଟକ)

Conclusion:ଫାଭିଓ: ସରକାରୀ ନିୟମ କୁହେ ପ୍ଲାଷ୍ଟିକ ଛାଡ଼ ସୁସ୍ଥ ସମାଜ ଗଢ । ହେଲେ ଏହି ନିୟମ ସିଲଭରସିଟି ରେ କେତେମାତ୍ରା ରେ ସଠିକ ଢ଼ଙ୍ଗରେ ସମ୍ପାଦିତ ହେଉଛି ତାହାର ବାସ୍ତବ ଚିତ୍ର ଏବେ ଆଖି ସମ୍ନା ରେ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
Last Updated : Jan 15, 2020, 11:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.