ETV Bharat / city

ମଙ୍ଗଳାବାଗ ଆତ୍ମହତ୍ୟା ଘଟଣା, ଥାନା ସାମ୍ନାରେ ତେଜିଲା ଆନ୍ଦୋଳନ - mangalabag suiside story

କଟକ ମଙ୍ଗଳାବାଗ ମଲା ସାହି ଆତ୍ମହତ୍ୟା ଘଟଣାକୁ ନେଇ ଥାନା ସମ୍ନାରେ ହୁତୁ ହୁତୁ ହୋଇ ଜଳିଲା ନିଆଁ ।

mangalabag suiside story
ଆତ୍ମହତ୍ୟା ଘଟଣାକୁ ନେଇ ତେଜିଲା ଆନ୍ଦୋଳନ,ଥାନା ସମ୍ନାରେ ଜଳିଲା ନିଆଁ
author img

By

Published : Mar 4, 2020, 8:27 AM IST

କଟକ: ମଙ୍ଗଳାବାଗ ମଲା ସାହି ଆତ୍ମହତ୍ୟା ଘଟଣାକୁ ନେଇ ତେଜିଲା ଆନ୍ଦୋଳନ । ଥାନା ସମ୍ନାରେ ହୁତୁ ହୁତୁ ହୋଇ ଜଳିଲା ନିଆଁ । ଏକାଠି ହେଲେ ଉକ୍ତ ଅଞ୍ଚଳର ଶହଶହ ଜନ ସାଧାରଣ । ଗତକାଲି ସନ୍ଧ୍ୟା ସମୟରେ ମଙ୍ଗଳାବାଗ ଅଞ୍ଚଳର ବିଶ୍ଵନାଥ ଭୁଇଁଆ ନାମକ ଏକ ଯୁବକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ସୁଇସାଇଡ଼ ନୋଟରେ ମୃତ୍ୟର କାରଣ କେବଳ ପ୍ରେମ ବୋଲି ଜଣାପଡିଥିଲା ।

ଆତ୍ମହତ୍ୟା ଘଟଣାକୁ ନେଇ ତେଜିଲା ଆନ୍ଦୋଳନ,ଥାନା ସମ୍ନାରେ ଜଳିଲା ନିଆଁ

ଆତ୍ମହତ୍ୟା ଘଟଣା ଆଧାରରେ ଥାନା ଘେରିଲେ ମଲା ସହି ଅଞ୍ଚଳର ବାସିନ୍ଦା । ଏହାସହ ବିଶ୍ଵନାଥ ଭୁଇଁଆଙ୍କ ମୃତ ଦେହକୁ ଥାନା ସମ୍ନାରେ ରଖି ନ୍ୟାୟ ଭିକ୍ଷା ମଧ୍ୟ କଲେ ପରିବାର ଲୋକେ । କେବଳ ସେତିକି ନୁହେଁ ଉକ୍ତ ପ୍ରେମିକା ଓ ତାଙ୍କ ପରିବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି ପରିବାର ଲୋକେ ।

ତେବେ ଆନ୍ଦୋଳନ ଅଣାୟତ ହେବାରୁ ଥାନାରେ ପହଞ୍ଚିଥିଲେ କଟକ ଡିସିପି ଅଖିଳେଶ୍ବର ସିଂହ । ଆଉ ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିବା ପରେ ସେଠାରୁ ଆନ୍ଦୋଳନ ହଟିଥିଲା । ଏନେଇ ପୋଲିସ ଏହି ଘଟଣାରେ ଆରମ୍ଭ କରିଛି ତନାଘନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.