କଟକ: ବିଶିଷ୍ଟ କବି ଜୟନ୍ତ ମହାପାତ୍ର କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏସସିବିରେ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ବାରା ତାଙ୍କର ଚିକିତ୍ସା ଜାରି ରଖିଛି ।
୯୪ ବର୍ଷ ବୟସ୍କ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଦ୍ମଶ୍ରୀ ଉପାଧି ଫେରାଇ ଦେଇଥିଲେ ଜୟନ୍ତ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ