ETV Bharat / city

ବେଆଇନ ଚାନ୍ଦା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ - WhatsApp ନମ୍ବର ଜାରି କଲେ କମିଶନରେଟ ପୋଲିସ

ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ କଟକ କମିଶନରେଟ ପୋଲିସ ଅଭିଯୋଗ ଗ୍ରହଣ କରିବା ପାଇଁ ଜାରି କରିଛି WhatsApp ନମ୍ବର। ଅଧିକ ପଢନ୍ତୁ

ବେଆଇନ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : Sep 14, 2022, 5:33 PM IST

କଟକ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମାଆ ଦୁର୍ଗା । ଏନେଇ ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ କଟକ କମିଶନରେଟ ପୋଲିସ ର ତତ୍ପରତା।

ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏନେଇ ବେଆଇନ ଭାବରେ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ । ତେଣୁ ଅଭିଯୋଗ ଗ୍ରହଣ କରିବା ପାଇଁ ଦୁଇଟି WhatsApp ନମ୍ବର ଜାରି କରିଛନ୍ତି କମିଶନରେଟ ପୋଲିସ । କଟକ କମିଶନରେଟ ପୋଲିସ ପକ୍ଷରୁ ଜାରୀ ହୋଇଥିବା ଏହି ନମ୍ବର ଦୁଇଟି ନମ୍ବର ହେଲା 6370701550 ଓ 8763068464 ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.