ETV Bharat / city

ନକଲି ସାମଗ୍ରୀ ଜବତ ମାମଲା, 18ରୁ 14ଟି ସାମଗ୍ରୀ ଅପମିଶ୍ରିତ - cuutack news

କଟକରୁ ନକଲି ସାମଗ୍ରୀ ଜବତ ମାମଲା । ପରୀକ୍ଷା ପାଇଁ ଯାଇଥିବା 18ଟି ସାମଗ୍ରୀ ମଧ୍ୟରୁ 14ଟି ସାମଗ୍ରୀ ଅପମିଶ୍ରିତ। ଅଧିକ ପଢନ୍ତୁ...

Duplicate products in cuttack
ନକଲି ସାମଗ୍ରୀ ଜବତ ମାମଲା
author img

By

Published : Dec 26, 2020, 12:25 PM IST

କଟକ: କଟକରୁ ନକଲି ସାମଗ୍ରୀ ଜବତ ମାମଲା । ପରୀକ୍ଷା ପାଇଁ ଯାଇଥିବା 18ଟି ସାମଗ୍ରୀ ମଧ୍ୟରୁ 14ଟି ସାମଗ୍ରୀ ଅପମିଶ୍ରିତ । ଅପମିଶ୍ରଣ ନେଇ ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜଣାପଡିଛି। ଜବତ କରାଯାଇଥିବା ନକଲି ସାମଗ୍ରୀର ପରିମାଣ ପ୍ରାୟ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।

ତେବେ ଏସବୁକୁ ନଷ୍ଟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ । କୋର୍ଟ ନିର୍ଦ୍ଦେଶ ପରେ ଅପମିଶ୍ରିତ ସାମଗ୍ରୀକୁ ନଷ୍ଟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.