ETV Bharat / city

ହାଇକୋର୍ଟର ଜଣେ କର୍ମଚାରୀ କୋରୋନା ପଜେଟିଭ୍ ଚିହ୍ନଟ - କୋରୋନା ପଜେଟିଭ୍ ଚିହ୍ନଟ

ହାଇକୋର୍ଟର ଜଣେ କର୍ମଚାରୀ କୋରୋନା ପଜେଟିଭ୍ ଚିହ୍ନଟ । ହାଇକୋର୍ଟ ବାର ସମେତ ସମସ୍ତ କାର୍ଯ୍ୟାଳୟକୁ କରାଯାଉଛି ସାନିଟାଇଜ । ଅଧିକ ପଢନ୍ତୁ....

one Corona positive identified  in the High Court
ହାଇକୋର୍ଟର ଜଣେ କର୍ମଚାରୀ କୋରୋନା ପଜେଟିଭ୍ ଚିହ୍ନଟ
author img

By

Published : Jul 5, 2020, 11:05 AM IST

କଟକ: ହାଇକୋର୍ଟର ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ । ସଂକ୍ରମିତଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମ୍ପୃକ୍ତ କର୍ମଚାରୀ ଜଣକ କିପରି କୋରୋନା ଆକ୍ରାନ୍ତ ହେଲେ ସେନେଇ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

ହାଇକୋର୍ଟର ଜଣେ କର୍ମଚାରୀ କୋରୋନା ପଜେଟିଭ୍ ଚିହ୍ନଟ

ସେହିପରି କୋଭିଡ ରୋଗୀ ଚିହ୍ନଟ ପରେ ହାଇକୋର୍ଟ ବାର ସମେତ ସମସ୍ତ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଉଛି । ସୂଚନା ଯୋଗ୍ୟ ଯେ, କଟକ ସହରକୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ପରେ ହାଇକୋର୍ଟ କାର୍ଯ୍ୟ ମଧ୍ୟ ବନ୍ଦ ରଖାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.