ETV Bharat / city

ସ୍କୁଲ ଫି ଛାଡ଼ ପ୍ରସଙ୍ଗ ନେଇ ଡିଇଓଙ୍କୁ ଭେଟିଲା ଅଭିଭାବକ ମହାସଙ୍ଘ - ଡିଇଓଙ୍କୁ ଭେଟିଲା ଅଭିଭାବକ ମହାସଙ୍ଘ

ବେସରକାରୀ ସ୍କୁଲରେ 15 ପ୍ରତିଶତ ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଦାବିରେ କଟକ ଡିଇଓଙ୍କୁ ଭେଟିଲା ଓଡ଼ିଶା ଅଭିଭାବକ ମହାସଂଘ । ଅଧିକ ପଢ଼ନ୍ତୁ...

ସ୍କୁଲ ଫି ଛାଡ଼ ପ୍ରସଙ୍ଗ ନେଇ ଡିଇଓଙ୍କୁ ଭେଟିଲା ଅଭିଭାବକ ମହାସଙ୍ଘ

author img

By

Published : Jul 27, 2021, 10:50 PM IST

କଟକ: ବେସରକାରୀ ସ୍କୁଲରେ 15 ପ୍ରତିଶତ ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଦାବିରେ କଟକ ଡିଇଓଙ୍କୁ ଭେଟିଲା ଓଡ଼ିଶା ଅଭିଭାବକ ମହାସଂଘ । ମହାମାରୀ ସମୟରେ ଅଭିଭାବକଙ୍କ ଆର୍ଥିକ ସଙ୍କଟକୁ ଆଖି ଆଗରେ ରଖି ସ୍କୁଲ ଫି' ଆଦାୟକୁ ନେଇ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ଏକ ଏମଓୟୁ ମୁତାବକ ବିଭିନ୍ନ ସ୍ଲାବରେ ସ୍କୁଲ ଫି'ର ରିହାତି ପାଇଁ ବିଭାଗୟ ନିର୍ଦ୍ଦେଶ ଦିଆଯାଇଥିଲା ।

ସ୍କୁଲ ଫି ଛାଡ଼ ପ୍ରସଙ୍ଗ ନେଇ ଡିଇଓଙ୍କୁ ଭେଟିଲା ଅଭିଭାବକ ମହାସଙ୍ଘ
ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପୂର୍ବରୁ ଏମଓୟୁ ରେ ସାମିଲ ହୋଇନଥିବା ସ୍କୁଲମାନେ ରିଆଡମିଶନ, ସେଶନ, ପରୀକ୍ଷା, ଇତ୍ୟାଦି ସମସ୍ତ ଫି' ଛାଡ଼ ସହ ପିଲାଙ୍କ ପାଠ ପଢ଼ିବାରେ ଉପଯୁକ୍ତ ଫି', ଅର୍ଥାତ ଟ୍ୟୁସନ ଫି'ରୁ 15 ପ୍ରତିଶତ ଛାଡ଼ କରିବା ପ୍ରସଙ୍ଗ ରହିଥିଲା । ତେବେ ଏହି ନିର୍ଦେଶନାମାକୁ 2 ମାସ ପୁରିଥିବା ବେଳେ ଏହା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ ହୋଇଛି । ଏପରିକି ନିର୍ଦେଶନାମା ଅନୁଯାୟୀ ଫି' ଆଦାୟକୁ ନେଇ କୋୖଣସି ସ୍କୁଲପିଲାଙ୍କ ଅନଲାଇନ ପାଠପଢା, ପରୀକ୍ଷା, ପ୍ରୋଗ୍ରେସ କାର୍ଡରୁ ବଞ୍ଚିତ କରାଯାଇ ପାରିବନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଅର୍ଡର ରହିଥିଲା । ହେଲେ ଏହି ନିର୍ଦ୍ଦେଶକୁ ଅନେକ ବେସରକାରୀ ସ୍କୁଲ ମାନୁ ନଥିବା ଅଭିଯୋଗ ହୋଇଛି । ତେଣୁ କଟକ ଜିଲ୍ଲାରେ ଥିବା ବେସରକାରୀ ସ୍କୁଲର ଏହି ନିୟମ ର ସଠିକ କାର୍ଯ୍ୟକାରିତା କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି ଓଡ଼ିଶା ଅଭିଭାବକ ମହାସଂଘ। କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.