ETV Bharat / city

47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା; ହାଇଦ୍ରାବାଦ ଗସ୍ତରେ ଓଡିଶା ଖେଳାଳି - 47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା

47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା ପାଇଁ ହାଇଦ୍ରାବାଦ ଗସ୍ତରେ ଓଡିଶା ଜୁନିୟର କବାଡି ଦଳ । ଉଭୟ ପୁରୁଷ ଓ ମହିଳା ଦଳରେ ରହିଛନ୍ତି 12 ଜଣ ଲେଖାଏଁ ସଦସ୍ୟ । ଅଧିକ ପଢନ୍ତୁ...

47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା
47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା
author img

By

Published : Mar 21, 2021, 7:51 AM IST

କଟକ: ହାଇଦ୍ରାବାଦ ଗସ୍ତରେ ଓଡିଶା ଜୁନିୟର କବାଡି ଦଳ । 47 ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତାରେ ଭାଗ ନେବେ । ଉଭୟ ପୁରୁଷ ଓ ମହିଳା ଦଳରେ ରହିଛନ୍ତି 12 ଜଣ ଲେଖାଏଁ ସଦସ୍ୟ । ଆସନ୍ତା 22ରୁ 25 ତାରିଖ ପର୍ଯ୍ୟନ୍ତ ହେବ କବାଡି ପ୍ରତିଯୋଗିତା । ବାଳିକା ଦଳର ଅଧିନାୟକ ରହିଛନ୍ତି ବିଜୟ ଲକ୍ଷ୍ମୀ ସାହୁ ଓ ବାଳକ ଦଳର ଅଧିନାୟକ ରହିଛନ୍ତି କୁନାଲ ଭୋଇ । ଓଡିଶା ଦଳ ନିଶ୍ଚୟ ଭାବରେ ଏହି ମେଗା ପ୍ରତିଯୋଗିତାରେ ଭଲ କରିବା ନେଇ ଆଶା ରଖିଛି ରାଜ୍ୟ ସଂଘ ।

47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା
47ତମ ଜାତୀୟ ଜୁନିୟର କବାଡି ପ୍ରତିଯୋଗିତା

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.