ETV Bharat / city

ପ୍ରଥମ ଥର: ଆଜି ହାଇକୋର୍ଟରେ ବସିବ ଫୁଲ ବେଞ୍ଚ - ହାଇକୋର୍ଟ ମୁଖ୍ୟ ବିଚାରପତି

ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ବସିବ ଫୁଲ ବେଞ୍ଚ। ଏକ ଅଦାଲତ ଅବମାନନା ମାମଲା ବିଚାର କରିବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ 13 ଜଣ ବିଚାରପତିଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ବସିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 15, 2019, 8:02 AM IST

Updated : Oct 15, 2019, 11:53 AM IST

କଟକ: ଆଜି ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ବସିବ ଫୁଲ ବେଞ୍ଚ। ଏକ ଅଦାଲତ ଅବମାନନା ମାମଲା ବିଚାର କରିବା ପାଇଁ ଏହି ଫୁଲ ବେଞ୍ଚ ବସିବ । ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ 13 ଜଣ ବିଚାରପତିଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଛି ।

odisha high court
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏପରି ଘଟଣା ଅତୀତରେ କେବେ ଘଟିନଥିବା କୁହାଯାଉଛି। ଶୁଣାଣି କରାଯିବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର କରାଯାଇଥିବାବେଳେ ଏଥିରେ ରାଜ୍ୟସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟ ରେ ବସିବ ଫୁଲ ବେଞ୍ଚ।ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ ମୁଖ୍ୟ ବିଚାରପତି ଙ୍କ ସହ ୧୩ ଜଣ ବିଚାରପତି ଙ୍କୁ ଗଠିତ ଫୁଲ ବେଞ୍ଚ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ।ଏହି ଖଣ୍ଡପିଠରେ ମୁଖ୍ୟ ବିଚାରପତି ଙ୍କ ସହ ହାଇକୋର୍ଟର ସମସ୍ତ ବିଚାରପତି ରହିଥିବା ବେଳେ ଏପରି ଘଟଣା ଅତୀତରେ କେବେ ଘଟିନଥିବା କୁହାଯାଉଛି।ଶୁଣାଣି କରାଯିବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲ ଙ୍କ ପକ୍ଷରୁ ଦାୟର କରାଯାଇଥିବାବେଳେ ଏଥିରେ ରାଜ୍ୟସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

Body:no need

Conclusion:no need
Last Updated : Oct 15, 2019, 11:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.