ETV Bharat / city

ଏସସିବିକୁ ସରକାରଙ୍କ ବଡ ପ୍ୟାକେଜ ଘୋଷଣା, କାର୍ଯ୍ୟକାରିତା ନେଇ କଳ୍ପନାଜଳ୍ପନା - scb medical cuttack

ଏସସିବି ଉପରେ ଏବେ ସରକାରଙ୍କ ନଜର। ଖୁବ କମ ଦିନ ମଧ୍ୟରେ ଏମ୍ସ ପ୍ଲସ ଢାଞ୍ଚାରେ ନଜର ଆସିବ ଏସସିବି ମେଡିକାଲ । ଏନେଇ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ଏକ ହଜାର କୋଟି ଟଙ୍କା । କିନ୍ତୁ ଏହି ବିକାଶମୂଳକ କାମ କେବେ ସରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 8, 2019, 1:58 AM IST

କଟକ: ଏସସିବି ଉପରେ ଏବେ ସରକାରଙ୍କ ନଜର । ଖୁବ କମ ଦିନ ମଧ୍ୟରେ ଏମ୍ସ ପ୍ଲସ ଢାଞ୍ଚାରେ ନଜର ଆସିବ ଏସସିବି ମେଡିକାଲ। ପୂର୍ବ ଭାରତର ପ୍ରମୁଖ ବଡ ମେଡିକାଲ ମଧ୍ୟରେ ଆସୁଥିବା ଏସସିବିର ହେବ ପୁନଃବିନ୍ୟାସ। ବେଡ୍‌ ସଂଖ୍ୟା ବୃଦ୍ଧି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଏସିବି ମେଡିକାଲ ପାଇଁ ମଞ୍ଜୁର କରିଛନ୍ତି ଏକ ହଜାର କୋଟି ଟଙ୍କା । ଯାହା ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ଏହି ବିକାଶମୂଳକ କାମ କେବେ ସରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ରାଜ୍ୟସରକାରଙ୍କ ଏସିବିକୁ ଏଭଳି ପ୍ୟାକେଜ ଘୋଷଣାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସେପଟେ ଦିନକୁ ଦିନ ରୋଗୀଙ୍କ ବଢିବା ହେତୁ ଏସିବି ମେଡିକାଲ ସବୁ ସମୟର ଫୁଲ୍‌ ରହୁଛି। କାଜୁଆଲଟି, ବର୍ହିଃ ବିଭାଗ, ନିଦାନ ଆଦି ବିଭାଗରେ ଲମ୍ବା ଲାଇନ ଲାଗୁଛି । ଏପରି ସ୍ଥିତିରେ ଡାକ୍ତରଙ୍କ ଅଭାବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ଫେରିବା ସହ ଘରୋଇ କ୍ଲିନିକ୍‌କୁ ଯାଉଥିବା ଅଭିଯୋଗ ହେଉଛି। ଯାହା ପୂରଣ ହେଲେ ଯାଇ ରୋଗୀମାନେ ପ୍ରକୃତରେ ଉପକୃତ ହେବେ ବୋଲି କୁହାଯାଉଛି ।

ଏସସିବିକୁ ସରକାରଙ୍କ ବଡ ପ୍ୟାକେଜ ଘୋଷଣା, କାର୍ଯ୍ୟକାରିତା ନେଇ କଳ୍ପନାଜଳ୍ପନା

ଅନ୍ୟପଟେ ପ୍ରତି ବିଭାଗରେ କିଛି ନା କିଛି ଅସୁବିଧା ରହୁଛି । ଯେଉଁଥିପାଇଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଟଙ୍କା ଏହାର ଭରଣା କରିବ ବୋଲି କୁହାଯାଉଥିବାବେଳେ ଏହି ମଞ୍ଜୁର ରାଶିରେ ଯଦି କିଛି ବି ହେରଫେର ହୁଏ ଏହାର ଉଚିତ୍‌ ଜବାବ ଛାତ୍ର ସଂସଦ ଦେବ ବୋଲି କହିଛି ।

ତେବେ ପୂର୍ବ ଭାରତର ପ୍ରମୁଖ ମେଡିକାଲ ମଧ୍ୟରେ ଗଣତି ହେଉଥିବା ଏସିବି ପାଇଁ ରାଜ୍ୟ ସରକାରଙ୍କ ଏହି ଟଙ୍କା କେତେ ସହାୟତା ହେଉଛି ଓ ଏହି ମେଡିକାଲର ଭାଗ୍ୟ କେବେ ପରିବର୍ତ୍ତନ ହେଉଛି ତାହାକୁ ଅପେକ୍ଷା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଏସସିବି ଉପରେ ଏବେ ସରକାରଙ୍କ ନଜର । ଖୁବ କମ ଦିନ ମଧ୍ୟରେ ଏମ୍ସ ପ୍ଲସ ଢାଞ୍ଚା ରେ ନଜର ଆସିବ ଏସସିବି ମେଡିକାଲ । ପୂର୍ବ ଭାରତ ର ପ୍ରମୁଖ ବଡ଼ ମେଡିକାଲ ମଧ୍ୟରେ ଆସୁଥିବା ଏସସିବି ର ହେବ ପୁନବିନ୍ୟାସ । ବେଡ଼ ସଂଖ୍ୟା ବୃଦ୍ଧି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଏସିବି ମେଡିକାଲ ପାଇଁ ମଞ୍ଜୁର କରିଛନ୍ତି ଏକ ହଜାର କୋଟି ଟଙ୍କା । ଯାହା ଏକ ଐତିହାସିକ ପଦକ୍ଷେପ । କିନ୍ତୁ ଏହି ବିକାଶମୂଳକ କାମ କେବେ ସରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।

Body:ଭିଓ୧: ବଦଳିବ ଏସସିବି ମେଡିକାଲ ର ଚିତ୍ର । ଚାରି ଦିଗରେ ବହିବ ବିକାଶ ବାୟୁ । ରୋଗୀ ଙ୍କ ଉଚିତ ଚିକିତ୍ସା ଓ ଭିତିପ୍ରସ୍ଥର ରେ ହେବ ବ୍ୟାପକ ଉର୍ଣ୍ଣତି । କହିବାକୁ ଗଲେ ଏମ୍ସ ପ୍ଲସ ଢାଞ୍ଚା ରେ ନଜର ଆସିବ ଏସିବି । ଯାହା ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ । ଯାହାକୁ କର୍ମଚାରୀ ସଂଘ ହୃଦୟରୁ ସାଧୁବାଦ ଜଣାଇଛି । ଵର୍ତମାନ ସ୍ଥିତି ରେ ଯେଉଁ ପରି ଭାବରେ ଡାକ୍ତର ଙ୍କ ଆଵଶ୍ୟକତା ରହିଛି ତାହା ଆଗାମୀ ଦିନରେ ନିଶ୍ଚୟ ପୂରଣ ହେବ ବୋଲି କହିଛନ୍ତି କର୍ମଚାରୀ ସଂଘ ର ସଦସ୍ୟ ବ୍ରଜ ନନ୍ଦ ।

ଭିଓ୨: ଏହାସହିତ ଦିନକୁ ଦିନ ରୋଗୀଙ୍କ ବଢିବା ହେତୁ ଏସିବି ମେଡିକାଲ ସବୁ ସମୟର ଫୁଲ ରହୁଛି । କାଜୁଆଲଟି , ବହୀର ବିଭାଗ, ନିଦାନ , ବିଭାଗ ରେ ଲମ୍ବା ଲାଇନ ଲାଗୁଛି । କାରଣ ଡ଼କ୍ଟର ଙ୍କ ଅଭାବ ଯୋଗୁ ରୋଗୀ ମଧ୍ୟ ଫେରୁଛନ୍ତି ଓ ପରେପରେ ଘରୋଇ କ୍ଲିନିକ ରେ ଯାଇ ସେହି ଡ଼କ୍ଟରଙ୍କୁ ପରାମର୍ଶ କରୁଛନ୍ତି । ତେବେ ଯଦି ଏସିବି ରେ ଡ଼କ୍ଟର ସଂଖ୍ୟା ବୃଦ୍ଧି କରାଯାଏ ତେବେ ସବୁ ଅସୁବିଧା ର ସମାଧନ ହେବ ।
ବାଇଟ: ଅଭିଜିତ ଦାସ( ରୋଗୀଙ୍କ ସମ୍ପର୍କୀୟ)

ଭିଓ୩: ଅନ୍ୟପଟେଏସିବି ରେ ଡ଼କ୍ଟର ର ଆଵଶ୍ୟକତା ରହିଛି ବୋଲି କହିଛନ୍ତି ଏସବି ଛାତ୍ର ସଂସଦ ସଭାପତି ଦୀପକ ସାମଲ । ଏହାସହିତ ଯଦି ମେଡିକାଲ ଭିତିପ୍ରସ୍ଥର କଥା ଆଲୋଚନା କରାଯାଇ ତେବେ ଵର୍ତମାନ ସ୍ଥିତି ଜରାଜୀର୍ଣ୍ଣ ରହିଛି । ପ୍ରତି ବିଭାଗ ରେ କିଛି ନା କିଛି ଅସୁବିଧା ରହୁଛି । ଯୋଉଥିପାଇଁ ରୋଗୀ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯଦି ଏହି ମଞ୍ଜୁର ରାଶି ସମ୍ପର୍କରେ କିଛି ବି ହେରଫେର ହୁଏ ତେବେ ଛାତ୍ର ସଂସଦ ତାର ଉଚିତ ଜବାବ ଦେବ ।

ବାଇଟ: ଦୀପକ ସାମଲ( ଏସିବି ମେଡିକାଲ ଛାତ୍ର ୟୁନିୟନ ସଭାପତି)

Conclusion:ଫାଭିଓ: ତେବେ ଦେଖିବାକୁ ବାକିରହିଲ ପୂର୍ବ ଭାରତ ର ପ୍ରମୁଖ ମେଡିକାଲ ମଧ୍ୟରେ ଗଣତି ହେଉଥିବା ଏସିବି ର ଭାଗ୍ୟ କେବେ ପରିବର୍ତ୍ତନ ହେଉଛି ଓ ରୋଗୀ ମାନେ ଉଚିତ ମାନର ସ୍ୱାସ୍ତ୍ୟ ସେଵା ପାଉଛନ୍ତି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.