ETV Bharat / city

ଓସିଏ ନିର୍ବାଚନ ଆରମ୍ଭ: 10 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 73 ଭୋଟର - ସମ୍ପାଦକ ପ୍ରାର୍ଥୀ ସଞ୍ଜୟ ବେହେରା

ଆରମ୍ଭ ହୋଇଛି ଓସିଏ ନିର୍ବାଚନ । 5ଟି ପଦ ପାଇଁ 10 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ 73 ଭୋଟର । ଏନେଇ ସମସ୍ତ ଭୋଟର ଓସିଏ ନିର୍ବାଚନ କକ୍ଷରେ ପହଁଞ୍ଚିଥିବା ଜଣାପଡିଛି।

ଡିଜାଇନ ଫଟୋ
author img

By

Published : Sep 27, 2019, 11:40 AM IST

କଟକ: ଆରମ୍ଭ ହୋଇଛି ଓସିଏ ନିର୍ବାଚନ । 5ଟି ପଦ ପାଇଁ 10 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ 73 ଭୋଟର । ଏନେଇ ସମସ୍ତ ଭୋଟର ଓସିଏ ନିର୍ବାଚନ କକ୍ଷରେ ପହଁଞ୍ଚିଥିବା ଜଣାପଡିଛି।

ତେବେ ନିର୍ବାଚନରେ ଟପ ଫାଇଟ ହେବ ଏବଂ ବିଜୟ ନିଶ୍ଚିତ ବୋଲି କହିଛନ୍ତି ସମ୍ପାଦକ ପ୍ରାର୍ଥୀ ନବରଞ୍ଜନ ପଟ୍ଟନାୟକ । ଅନ୍ୟପଟେ ବାପା ଆର୍ଶୀବାଦ ବେହେରା ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବାର ସୂଚନା ରହିଛି ବୋଲି କହିଛନ୍ତି ଅନ୍ୟତମ ସମ୍ପାଦକ ପ୍ରାର୍ଥୀ ସଞ୍ଜୟ ବେହେରା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହାରି ଭିତରେ ପ୍ରଥମ ଥର ଭୋଟ ଦେଉଥିବା ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ମଧ୍ୟ ଚଳିତ ଓସିଏ ନିର୍ବାଚନକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆରମ୍ଭ ହେଲା ଓସିଏ ନିର୍ବାଚନ । 5 ପଦ ପାଇଁ 10 ପାର୍ଥି ଙ୍କ ଭାଗ୍ୟ ନିର୍ଧାରଣ କରିବେ 73 ଭୋଟର । ତେବେ ଏହାରି ଭିତରେ ସମସ୍ତ ଭୋଟର ଓସିଏ ନିର୍ବାଚନ କକ୍ଷରେ ପହଁଚି ସାରିଛନ୍ତି । ତେବେ ଏହି ନିର୍ବାଚନ ରେ ଟପ ଫାଇଟ ହେବ ଓ ଆଉ ବିଜୟ ନିଶ୍ଚିତ ବୋଲି କହିଛନ୍ତି ନବରଞ୍ଜନ ପଟ୍ଟନାୟକ । ଅନ୍ୟପଟେ ବାପା ଆଶ୍ରିବାଦ ବେହେରା ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବା ର ସୂଚନା ରହିଛି ବୋଲି କହିଛନ୍ତି ସଞ୍ଜୟ ବେହେରା ।

ଏହାରି ଭିତରେ ପ୍ରଥମ କରି ଭୋଟ ଦେଉଥିବା ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ମଧ୍ୟ ଚଳିତ ଓସିଏ ନିର୍ବାଚନ କୁ ନେଇ ବେଶ ଉତ୍ସହିତ ଅଛନ୍ତି ବୋଲି କହିଛନ୍ତି ।

Body:ବାଇଟ: ନବରଞ୍ଜନ ପଟନାୟକ( ସମ୍ପାଦକ ପାର୍ଥୀ )
ବାଇଟ: ସଞ୍ଜୟ ବେହେରା( ସମ୍ପାଦକ ପାର୍ଥି)
ବାଇଟ: ଦେବାଶିଷ ମହାନ୍ତି( କ୍ରିକେଟର)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.