ETV Bharat / city

ଆଲୋକଙ୍କୁ କୋର୍ଟଚାଲାଣ କଲା କମିଶନରେଟ ପୋଲିସ - absconded prisoner case

ଏସସିବି ଆଇସିୟୁରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଆଲୋକ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି ମଙ୍ଗଳାବାଗ ପୋଲିସ । ଆଲୋକ ଏସସିବିରୁ ଫେରାର ହୋଇଯିବା ନେଇ ରଘୁନାଥପୁର ଥାନା ଅଧିକାରୀଙ୍କ ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ଆଜି(ରବିବାର) ଆଲୋକକୁ କୋର୍ଟ ଚାଲାଣ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

cuttack crime news
ଆଲୋକଙ୍କୁ କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ
author img

By

Published : Jan 12, 2020, 3:17 PM IST

Updated : Jan 12, 2020, 5:22 PM IST

କଟକ: ଏସସିବି ଆଇସିୟୁରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଆଲୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ପୋଲିସ । ଆଲୋକ ଏସସିବିରୁ ଫେରାର ହୋଇଯିବା ନେଇ ରଘୁନାଥପୁର ଥାନା ଅଧିକାରୀଙ୍କ ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ଆଜି(ରବିବାର) ଆଲୋକକୁ କୋର୍ଟ ଚାଲାଣ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଆଲୋକଙ୍କୁ କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ

ଆଲୋକ ନାଁରେ ପୂର୍ବରୁ ଦୁଇଟି ଚୋରି ମାମଲା ଥିବାବେଳେ ପୁଣି ଏକ ଚୋରି ମାମଲାରେ ରଘୁନାଥପୁର ପୋଲିସ ତାକୁ 4 ତାରିଖ ଦିନ ଗରିଫ କରିଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଆଲୋକକୁ ଏସସିବି ଅଣାଯାଇଥିଲା । ତେବେ ସେ ସେଠାରୁ ଫେରାର ହୋଇଯାଇଥିଲା ।

ଫେରାର ହେବା ପରେ ଗତକାଲି ସନ୍ଧ୍ୟାରେ କଟକ ସ୍ଥିତ ଜଣେ ଆଇନଜୀବିଙ୍କ ଘରୁ ପୋଲିସ ଆଲୋକଙ୍କୁ ଧରିଥିଲା । ଅନ୍ୟପଟେ କେସକୁ ରଫାଦଫା କରିବା ପାଇଁ ରଘୁନାଥପୁର ପୋଲିସ ପକ୍ଷରୁ ତାଙ୍କୁ 10 ଲକ୍ଷ ଟଙ୍କା ଜଚା ଯାଉଥିବା ଅଭିଯୋଗ କରିଛନ୍ତି ଆଲୋକଙ୍କ ବାପା ବସନ୍ତ ସାହୁ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କଏଦୀ ଆଲୋକ ସାହୁ ମାମଲା ରେନ୍ଯା ମୋଡ଼ । ପୋଲିସ ପକାଉଛି ଚାପ । ଟଙ୍କା ଦିଅ ପୁଅ ଘରେ ପହଁଚିବା ବୋଲି ଅଭିଯୋଗ କରିଛନ୍ତି ଆଲୋକ ଙ୍କ ବାପା ବସନ୍ତ ସାହୁ । ତେବେ ଏହି ବୟାନ କେତେଦୂର ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଏହାସହିତ ମେଡିକାଲ କହି ମୋ ପୁଅ କୁ ପୁଣି ଥରେ ଥାନା ହାଜତ କୁ ଆଣିଛନ୍ତି ପୋଲିସ ବାବୁ ।ତେବେ ମୋର ପୁଅର ଭବିଷ୍ୟତ ଜିଏବି ଅନ୍ଧକାର କୁ ନେଇଛି ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆଵଶ୍ୟକତା ରହିଛି ବୋଲି କହିଛନ୍ତି ଆଲୋକ ର ବାପା ।

ଅନ୍ୟପଟେ ଗତକାଲି ଏସିବି ମବଡିକାଲ ରୁ ଆଲୋକ ଫେରାର ହେବାପରେ ପିଠାପୁର ସ୍ଥିତ ଏକ ବରିଷ୍ଠ ଆଇନଜୀବୀ ଙ୍କ ଘରୁ ପୋଲିସ ହାତରେ ଧରଆପଡିଥିଲେ ସେ । ତେବେ ପ୍ରଶ୍ନ ଉଟୁଛି କିଏ କହୁଛି ସତ ।

Body:ବାଇଟ: ବସନ୍ତ ସାହୁ( ଆଲୋକ ର ବାପା)

edited story with vo

Conclusion:
Last Updated : Jan 12, 2020, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.