ETV Bharat / city

ଶନିବାର ମେଲାଣି ନେବେ ମା’ କାଳୀ, ପ୍ରସ୍ତୁତ କମିଶନରେଟ ପୋଲିସ - ଭଷାଣୀ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ

କଟକରେ ଅନୁଷ୍ଠିତ ହେବ ମା’ କାଳୀଙ୍କ ଭସାଣୀ ଉତ୍ସବ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ...

କାଲି ମା କାଳୀ ନେବେ ମେଲାଣି, କମିଶନରେଟ ପୋଲିସ ପ୍ରସ୍ତୁତ

author img

By

Published : Nov 5, 2021, 5:15 PM IST

କଟକ: ଆସନ୍ତାକାଲି (ଶନିବାର) କଟକରେ ଅନୁଷ୍ଠିତ ହେବ ମା’ କାଳୀଙ୍କ ବିସର୍ଜନ ବା ଭସାଣୀ ଉତ୍ସବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳୁ ଆରମ୍ଭ ହେବାକୁ ଥିବା ଏହି ବିସର୍ଜନ କାର୍ଯ୍ୟକୁ ଅପରାହ୍ନ ୨ଟା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

କାଲି ମା କାଳୀ ନେବେ ମେଲାଣି, କମିଶନରେଟ ପୋଲିସ ପ୍ରସ୍ତୁତ

କଟକ ସହରରେ ପୂଜା ପାଉଥିବା ମୋଟ ୭୦ଟି କାଳୀ ମେଢ ମଧ୍ୟରୁ ୭୦ଟି ମେଢ ଦେବୀଗଡାରେ ବିସର୍ଜନ କରାଯିବ । ଏଥିପାଇଁ ଦେବୀଗଡ଼ାରେ ଦୁଇଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି ।

କୋଭିଡ ନିୟମ ତଥା ପୂଜା ଗାଇଡ଼ଲାଇନ ମାନି ସୀମିତ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ବିନା ରୋଷଣୀରେ ବିସର୍ଜନ ଉତ୍ସବ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ପୂଜା କମିଟି ଗୁଡିକ ନିଷ୍ପତ୍ତି ନେଇଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.