ETV Bharat / city

ରାଜ୍ୟରେ ଭାଙ୍ଗୁଛି ତାଲାବନ୍ଦ ନିୟମ, 24 ଘଣ୍ଟାରେ 21 ମାମଲା ରୁଜୁ

author img

By

Published : Jul 30, 2020, 7:04 PM IST

ଦିନେ ନୁହେଁ ଦୁଇ ଦିନ ନୁହେଁ, ରାଜ୍ୟରେ ଦୈନିକ ଭାବେ ଭାଙ୍ଗି ଚାଲିଛି ତାଲାବନ୍ଦ ନିୟମ । ଏମିତିରେ ରାଜ୍ୟରେ ଲକଡାଉନ ଲାଗୁ ହେବା ଦିନଠାରୁ ନେଇ ଆଜି ପର୍ଯ୍ୟନ୍ତ ନିୟମ ଉଲଙ୍ଘନ ଅଭିଯୋଗରେ ବିଭିନ୍ନ ଥାନାରେ 7245ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

lockdown rule violation, lockdown rule violation in state, state police headquarter, cuttack latest news, lockdown restrictions in state, ତାଲାବନ୍ଦ ନିୟମ ଉଲଙ୍ଘନ, ରାଜ୍ୟରେ ତାଲାବନ୍ଦ ନିୟମ ଅବମାନନା, ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ତାଲାବନ୍ଦ ନିୟମ
ରାଜ୍ୟରେ ଭାଙ୍ଗୁଛି ତାଲାବନ୍ଦ ନିୟମ, 24 ଘଣ୍ଟାରେ 21 ମାମଲା ରୁଜୁ

କଟକ: ଦିନେ ନୁହେଁ ଦୁଇ ଦିନ ନୁହେଁ, ରାଜ୍ୟରେ ଦୈନିକ ଭାବେ ଭାଙ୍ଗି ଚାଲିଛି ତାଲାବନ୍ଦ ନିୟମ । ଏମିତିରେ ରାଜ୍ୟରେ ଲକଡାଉନ ଲାଗୁ ହେବା ଦିନଠୁ ନେଇ ଆଜି ପର୍ଯ୍ୟନ୍ତ ନିୟମ ଉଲଙ୍ଘନ ଅଭିଯୋଗରେ ବିଭିନ୍ନ ଥାନାରେ 7245 ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।

ତେବେ ସୂଚନା ମୁତାବକ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ 21ଟି ମାମଲା ରୁଜୁ ହୋଇଛି । ଯେଉଁଥିରୁ 17ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ ହୋଇଥିବା ଜଣା ପଡିଛି । ଏଥିସହ ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ ହୋଇଥିବା ଜଣା ପଡିଛି । ଏହା ବ୍ୟତୀତ ବଳକା 3ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.