ETV Bharat / city

କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ବ ନେଲେ IPS ସଞ୍ଜୀବ ପଣ୍ଡା

କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ IPS ସଞ୍ଜୀବ ପଣ୍ଡା । ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯିଵ । ଅଧିକ ପଢନ୍ତୁ...

କ୍ରାଇମ ବ୍ରାଞ୍ଚ ଏଡିଜି ଭାବେ ଦାଇତ୍ୱ ଗ୍ରହଣ କଲେ IPS ସଞ୍ଜୀବ ପଣ୍ଡା

author img

By

Published : Jun 28, 2021, 11:20 AM IST

କଟକ: କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ IPS ସଞ୍ଜୀବ ପଣ୍ଡା । ଦାୟିତ୍ବ ଗ୍ରହଣ ପରେ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ପ୍ରୟୋଗ କରି ତଦନ୍ତ ଉପରେ ଅଧିକ ଗୁରୁତ୍ବ ଦିଆଯିଵ ବୋଲି କହିଛନ୍ତି ସଞ୍ଜୀବ ପଣ୍ଡା । ଏଥିସହ ସାଇବର ଅପରାଧର ନିରାକରଣ, ଲୋକଙ୍କୁ ସଚେତନ ଉପରେ ଗୁରୁତ୍ୱ ଓ ମହିଳା ଏବଂ ଶିଶୁଙ୍କ ପ୍ରତି ରାଜ୍ୟରେ ହେଉଥିବା ଅପରାଧ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏକ କାର୍ଯ୍ୟରେ ଯୋଗଦେବା ଅବସରରେ ଏଡିଜି କହିଛନ୍ତି ।

କ୍ରାଇମ ବ୍ରାଞ୍ଚ ଏଡିଜି ଭାବେ ଦାଇତ୍ୱ ଗ୍ରହଣ କଲେ IPS ସଞ୍ଜୀବ ପଣ୍ଡା

ପୂର୍ବରୁ ଟ୍ରାନ୍ସପୋର୍ଟ କମିଶନର ଭାବେ ଦାୟିତ୍ବ ତୁଲାଇଥିଲେ ସଞ୍ଜୀବ । ଗତ ସପ୍ତାହରେ କ୍ରାଇମ ବ୍ରାଞ୍ଚ ଏଡିଜି ଭାବେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.