ETV Bharat / city

ବଦଳୁଛି ରେଭେନ୍ସା କଲିଜିଏଟ ସ୍କୁଲର ଚିତ୍ର - ପାଠାଗାର

ରେଭେନ୍ସା କଲିଜିଏଟ ସ୍କୁଲରେ ଆରମ୍ଭ ହେଲା ପାଠାଗାର ଓ ଲାବ୍ରୋଟୋରି । ଛାତ୍ରଛାତ୍ରୀ ପାଇବେ ଅତ୍ୟାଧୁନିକ ସୁବିଧା ସୁଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 7, 2019, 12:19 AM IST

କଟକ: ବଦଳୁଛି ରେଭେନ୍ସା କଲିଜିଏଟ ସ୍କୁଲର ଚିତ୍ର । ହେଉଛି ବିକାଶ । 1822 ମସିହାରୁ ଆଜି ପର୍ଯ୍ୟନ୍ତ ସ୍କୁଲରେ ହୋଇଛି ବ୍ୟାପକ ଉନ୍ନତି । ତେବେ ସ୍କୁଲରେ ଏକ ପାଠାଗାର ଓ ଲାବ୍ରୋଟୋରି ଅଭାବ ଥିଲା । ତାହା ମଧ୍ୟ ଏବେ ପୂରଣ ହୋଇଛି । ଆଜି ପାଠାଗାର ଓ ଲାବ୍ରୋଟୋରି ମଧ୍ୟ ଉଦଘାଟନ ହୋଇଛି । ଯେଉଁଥିରେ ଛାତ୍ରଛାତ୍ରୀ ପାଇପାରିବେ ସମସ୍ତ ପ୍ରକାର ସୁବିଧା ସୁଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୋଟ 2 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । ଯାହାକୁ ଆଜି ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦଘାଟନି ଉତ୍ସବରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଆଗାମୀ ଦିନରେ ସଂପୂର୍ଣ୍ଣ କଟକର ବିକାଶ କରାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବଦଳୁଛି ରେଭେନ୍ସା କଲିଜିଏଟ ସ୍କୁଲ ର ଚିତ୍ର । ଖୋଲୁଛି ବିକାଶ ର ମାର୍ଗ । 1822 ମସିହା ରୁ ଆଜି ପର୍ଯ୍ୟନ୍ତ ସ୍କୁଲ ରେ ହୋଇଥିଲା ବ୍ୟାପକ ଉର୍ଣ୍ଣତି । ତେବେ ସ୍କୁଲ ରେ ଏକ ପାଠାଗାର ଓ ଲାବ୍ରଟୋରୀ ର ଅଭାବ ପରିଲକ୍ଷିତ ହେଉଥିଲା । ତେବେ ଆଜି ତାହା ସମ୍ପୂର୍ଣ ହୋଇଛି । ଏହି ଐତିହ ପୂର୍ଣ ସ୍କୁଲ ରେ ନୂତନ ଭାବେ ଉଦ୍ଘାଟନ ହୋଇଛି ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଓ ପାଠାଗାର । ଯେଉଁଥିରେ ପିଲାମାନେ ପାଇପାରିବେ ସମସ୍ତ ପ୍ରକାର ସୁବିଧା । ଯାହାକୁ ନେଇ ଆଗକୁ ଯାଇ ସେମାନେ ଏକ ଉଚ୍ଚ ପଦବୀ ରେ ସ୍ଥାପିତ ହେବ ।

ସମୁଦାୟ 2 କୋଟି ଟଙ୍କା ରେ ବ୍ୟୟ ରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କହିବାନୁଯାୟୀ ,ଏହି ଯୋଜନା କୁ ସମ୍ପୂର୍ଣ କରିବା ପାଇଁ 2015 ରୁ ସ୍ୱପ୍ନ ଦେଖିଥିଲି । ତେବେ ଆଜି ଏହାକୁ ପୂର୍ଣ କରି ଆତ୍ମସନ୍ତୋଷ ଲାଭ କଲି ବୋଲି କହିଛନ୍ତି ସେ । ତେବେ ଆଗମିଦିନ ମାନଙ୍କରେ ସମଗ୍ର କଟକ ର ବିକାଶ ହେବ ବୋଲି କହିଛନ୍ତି ସେ ।

Body:ବାଇଟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.