ETV Bharat / city

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା କ୍ରାଇମବ୍ରାଞ୍ଚ: ଆଦିତ୍ୟ ହତ୍ୟାର ପ୍ରମାଣ ନାହିଁ

author img

By

Published : Nov 11, 2020, 2:05 PM IST

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କୌଣସି ପ୍ରମାଣ ପତ୍ର ନଥିବା ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଲେ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ, ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

କଟକ: ସମାଜସେବୀ ଆଦିତ୍ୟ ଦାସ ହତ୍ୟା ଘଟଣାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଏଯାବତ କୌଣସି ପ୍ରମାଣ ମିଳି ପାରିନଥିବା ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରାଇଛନ୍ତି କ୍ରାଇମବ୍ରାଞ୍ଚ । ଆଜି ଏନେଇ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ।

ତଦନ୍ତକାରୀ ଅଧିକାରୀ କରୋନା ସଂକ୍ରମିତ ଥିବାରୁ ରିପୋର୍ଟ ଦାଖଲ ହୋଇପାରି ନାହିଁ । ଆସନ୍ତା 26 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହି ଷ୍ଟାଟସ ରିପୋର୍ଟର ନକଲ କପି ଆବେଦନକାରୀ ଓକିଲଙ୍କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଆଦିତ୍ୟ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଆଦିତ୍ୟଙ୍କ ପରିବାର ଲୋକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.