ETV Bharat / city

ଜୁନ ୨୨ ସୁଦ୍ଧା ରଥନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : May 12, 2020, 2:00 PM IST

Updated : May 12, 2020, 4:22 PM IST

ଜୁନ ୨୨ ସୁଦ୍ଧା ରଥନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଜୁନ ୨୨ ସୁଦ୍ଧା ରଥନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

13:55 May 12

କଟକ: ରଥଯାତ୍ରା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ଜୁନ ୨୨ ତାରିଖ ସୁଦ୍ଧା ରଥନିର୍ମାଣ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶାନାମା ଜାରିକରିଛନ୍ତି । ଏକ ଜନସ୍ବାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।  

କୋରୋନା ଲକଡାଉନରେ କିପରି ସଠିକ ଭାବରେ ରଥଯାତ୍ରା କରାଯିବ ସେନେଇ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ କୋର୍ଟରେ ଉପସ୍ଥିତ ରହି ରଥନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ପକ୍ଷ ରଖିଥିଲେ । ଏହାପରେ କୋର୍ଟ ଜୁନ ୨୨ ତାରିଖ ସୁଦ୍ଧା ରଥନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : May 12, 2020, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.