ETV Bharat / city

ଆନ୍ଦୋଳନକୁ ଓହ୍ଲାଇଲେ ହାଇକୋର୍ଟ ବାର ଆଇନଜୀବି

author img

By

Published : Oct 15, 2019, 4:40 AM IST

ଆନ୍ଦୋଳନକୁ ଓହ୍ଲାଇଲେ ହାଇକୋର୍ଟ ବାର ଆଇନଜୀବି । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମଙ୍କ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବାର ଆଇନଜୀବି ।

ଆନ୍ଦୋଳନକୁ ଓହ୍ଲାଇଲେ ହାଇକୋର୍ଟ ବାର ଆଇନଜୀବି

କଟକ: ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମଙ୍କ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ହାଇକୋର୍ଟ ବାର ଆଇନଜୀବି । ଏହି ନିଷ୍ପତି ପ୍ରତିବାଦରେ ସେମାନେ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆନ୍ଦୋଳନକୁ ଓହ୍ଲାଇଲେ ହାଇକୋର୍ଟ ବାର ଆଇନଜୀବି

ଆସନ୍ତା ବୁଧବାର ପର୍ଯ୍ୟନ୍ତ କୋର୍ଟର କୌଣସି କାର୍ଯ୍ୟରେ ଆଇନଜୀବିମାନେ ଯୋଗ ଦେବେ ନାହିଁ ବୋଲି ହାଇକୋର୍ଟ ବାର ଆଇନଜୀବି ନିଷ୍ପତି ନେଇଛନ୍ତି । ଆସନ୍ତା ବୁଧବାର ଅପରାହ୍ନରେ ଆନ୍ଦୋଳନର ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ତେବେ ସେ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଆଇନଜୀବି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମଙ୍କ ନିଷ୍ପତ୍ତି କୁ ବିରୋଧ କରି ଆନ୍ଦୋଳନ କୁ ଓଲ୍ହାଇଛି ହାଇକୋର୍ଟ ବାର ଆଇନଜୀବି।ଏଭଳି ନିଷ୍ପତି ପ୍ରତିବାଦରେ ଆଜିଠାରୁ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ହାଇକୋର୍ଟ ବାର ଆଇନଜୀବି।ଆସନ୍ତା ବୁଧବାର ପର୍ଯ୍ୟନ୍ତ କୋର୍ଟ ର କୌଣସି କାର୍ୟରେ ଆଇନଜୀବି ମାନେ ଯୋଗ ଦେବେ ନାହିଂ ବୋଲି ହାଇକୋର୍ଟ ବାର ଆଇନଜୀବି ମାନେ ନିଷ୍ପତି ନେଇଛନ୍ତି।ଆସନ୍ତା ବୁଧବାର ଅପରାହ୍ନ ରେ ଆନ୍ଦୋଳନର ପରବର୍ତ୍ତି କାର୍ୟପନ୍ଥା ଗ୍ରହଣ କରାଯିବ।ତେବେ ଆସନ୍ତା ବୁଧବାର ପର୍ଯ୍ୟନ୍ତ କୋର୍ଟ କାର୍ୟ ବନ୍ଦ ରହିବ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.