ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ହାଇକୋର୍ଟ ବାର ଆସୋସିଏସନର ପ୍ରତିନିିଧି ଦଳ

author img

By

Published : Oct 22, 2019, 6:58 PM IST

ମଙ୍ଗଳବାର ହାଇକୋର୍ଟ ବାର ପରିସରରେ ଆଡ଼ଭାଇଜରି କମିଟି ଓ ଆକ୍ସନଟେକେନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ହାଇକୋର୍ଟ ବାର ଆସୋସିଏସନର ପ୍ରତିନିିଧି ଦଳ

କଟକ: ହାଇକୋର୍ଟ ଫୁଲବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ଆଜି(ମଙ୍ଗଳବାର) ହାଇକୋର୍ଟ ବାର ପରିସରରେ ଆଡ଼ଭାଇଜାରି କମିଟି ଓ ଆକ୍ସନଟେକେନ୍ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଫୁଲବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ବାରର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବେ । ଏହାସହ ବାର କାଉନସିଲ ଅଫ୍ ଇଣ୍ଡିଆକୁ ଘଟଣା ସମ୍ପର୍କରେ ଅବଗତ କରାଯିବ ।

ତେବେ ଦିଲ୍ଲୀରେ ଜାତୀୟ ଗଣମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଆୟୋଜନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ହାଇକୋର୍ଟ ବାର ସମ୍ପାଦକ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ହାଇକୋର୍ଟ ଫୁଲବେଞ୍ଚ ଙ୍କ ନୋଟିସ ପ୍ରସଙ୍ଗରେ ଆଜି ହାଇକୋର୍ଟ ବାର ପରିସରରେ ଆଡ଼ଭାଇଜାରି କମିଟି ଓ ଆକ୍ସନଟେକେନ୍ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ଫୁଲବେଞ୍ଚ ଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ବାର ର ଏକ ପ୍ରତିନିଧି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ ଙ୍କୁ ଭେଟିବେ।ଏଥିସହ ବାର କାଉନସିଲ ଅଫ ଇଣ୍ଡିଆ କୁ ଘଟଣା ସମ୍ପର୍କରେ ଅବଗତ କରାଯିବ।ତେବେ ଦିଲ୍ଲୀ ରେ ଜାତୀୟ ଗଣମାଧ୍ୟମ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଆୟୋଜନ କରାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିବା ହାଇକୋର୍ଟ ବାର ସମ୍ପାଦକ ସୂଚନା ଦେଇଛନ୍ତି।

ବାଇଟ - ସଞ୍ଜୟ ଦାସ,ସମ୍ପାଦକ ,ହାଇକୋର୍ଟ ବାର ଆସୋସିଏସନ।

Body:no need

Conclusion:no need

For All Latest Updates

TAGGED:

bar meeting
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.