ETV Bharat / city

ଲଗାଣ ବର୍ଷାରେ ଜଳବନ୍ଦୀ ସିଲଭରସିଟି

author img

By

Published : Aug 7, 2019, 4:55 PM IST

ଲଘୁଚାପ ବର୍ଷା ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ କଟକବାସୀ ଏବେ ଜଳବନ୍ଦୀ । ଯାହାକୁ ନେଇ ଚିନ୍ତାରେ ସହରବାସୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ: ଜଳବନ୍ଦୀ ସିଲଭର ସିଟି କଟକ । ଲଘୁଚାପ ବର୍ଷା ହେତୁ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଜଳମଗ୍ନ କଟକ । ଯାହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ବର୍ଷା ଯୋଗୁ ରାସ୍ତାରେ ପାଣି ଚାଲିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯାଇକା ପ୍ରକଳ୍ପ ଯୋଗୁ ରାସ୍ତା ଖୋଳା ହୋଇଥିବାରୁ ରାସ୍ତାରେ ଖାଲମାନ ରହିଛି । ତେବେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କଣ ମଉଳି ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ସିଏମସି ପକ୍ଷରୁ ତଳିଆ ଅଞ୍ଚଳରେ ପାଣି ଜମିଲେ ଏଥିପାଇଁ ମୋଟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ମୋଟର ମଧ୍ୟ ବୁଡିବାକୁ ଲାଗିଲାଣି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଜଳବନ୍ଦୀ ଅବସ୍ଥାରେ ସିଲଭରସିଟି । ଛାଡ଼ୁନି ମୌସୁମୀ ଜନିତ ବର୍ଷା । ରାସ୍ତା ରେ ସୁଅ ମାରୁଛି ଆଣ୍ଠୁଏ ଲେଖାଁଏ ପାଣି । ଜଣା ପଡୁନି ରାସ୍ତା ର ଦର୍ଘ୍ୟ ଓ ପ୍ରସ୍ତ କେତେ । କେଉଁଠି ଖାଲ କେଉଁଠି ଢ଼ିପ । ଏହାରି ଭତରେ କେବଳ ବଳି ପଡୁଛନ୍ତି ଯାତ୍ରୀ । ତେବେ ପ୍ରଶ୍ନ ଉଠୁଛି କେତେ ସୁରକ୍ଷିତ ସହରବାସୀ । ଯଦି କୌଣସି ପରିସ୍ଥିତିରେ ଜୀବନ ହାନି ହୁଏ ତେବେ କିଏ ରହିବ ଦାୟୀ । ଯାହାକୁ ନେଇ ସହର ବାସୀଙ୍କ ମନରେ ପଶିଛି ଛନକା ।

Body:ରାସ୍ତା ରେ ଯିବା ସମୟରେ ପାଣି ଯୋଗୁଁ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ଯାତ୍ରୀ । ଯାଇକା ପ୍ରକଳ୍ପ ଯୋଗୁ ରାସ୍ତା ଖୋଳା ହୋଇଥିବାରୁ ରାସ୍ତା ରେ ଖାଲ ଖମା ମଧ୍ୟ ରହିଛି । ଯାହାଦ୍ୱାରା ବେଶ ପ୍ରଭାବିତ ହେଉଛନ୍ତି ସମସ୍ତେ । ତେବେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କଣ ମଉଳି ଯାଇଛି ।ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ସାଧାରଣ ଜନତା ।

Conclusion: ସିଏମସି ପକ୍ଷରୁ ତଳିଆ ଅଞ୍ଚଳ , ପାଣି ଜମିବା ରାସ୍ତା ରେ ମୋଟର ବ୍ୟବସ୍ତା ହୋଇଥିଲେ ସୁଦ୍ଧା ,ସେହି ମୋଟର ମଧ୍ୟ ବୁଡିବାକୁ ଲାଗିଲାଣି । ତେବେ କୁହାଯାଇପାରିବ ଏହି ବର୍ଷା ଜଳ ସହର ବାସୀ ଙ୍କୁ ବୁଡାଇ ଦେବନି ତ ।

ବାଇଟ: ଯାତ୍ରୀ
ବାଇଟ: ଯାତ୍ରୀ
ବାଇଟ:ଯାତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.