କଟକ: କଟକ ଜିଲ୍ଲା ଚୌଦ୍ୱାର ଥାନା ସ୍ଥିତ ଧୂମାବତୀ ଲେନ୍ରେ ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢାଉ । 40 କୋଟିରୁ ଅଧିକ ଠକେଇ ଅଭିଯୋଗରେ ଚଢ଼ାଉ କରିଛି ଏହି ଟିମ୍ । ଦୁଇ ଜଣଙ୍କୁ ଟିମ ଅଟକ ରଖି ପଚରାଉଚରା ଚଳାଇଛି।
ଏହି ଲିଙ୍କରେ ଥିବା ଓଡିଶାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ତେବେ ସାଧାରଣ ଲୋକମାନଙ୍କ ଆଧାର କାର୍ଡ, ପ୍ଯାନ କାର୍ଡ ବିଭିନ୍ନ ଜରୁରୀ କାଗଜପତ୍ର ନେଇ ଫେକ କମ୍ପାନୀ ବନାଇ କୋଟି କୋଟି ଟଙ୍କା ଠକେଇର ପର୍ଦ୍ଧାଫାସ କରିଛି ଟିମ୍ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ