ETV Bharat / city

କଟକ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ - କଟକ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କଟକ ରେଳଷ୍ଟେସନ ୟାର୍ଡରେ ଟ୍ରାକରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର 3ଟି ବଗି । ଟ୍ରାକକୁ ଆଣିବାକୁ ଉଦ୍ୟମ ଆରମ୍ଭ ।

କଟକ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

author img

By

Published : Jan 27, 2022, 11:14 AM IST

Updated : Jan 27, 2022, 11:37 AM IST

କଟକ: କଟକ ରେଳଷ୍ଟେସନରେ ଅଘଟଣ । ରେଳ ଷ୍ଟେସନରେ ଟ୍ରାକରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । କଟକ ରେଳ ଷ୍ଟେସନ ୟାର୍ଡରେ ଗତକାଲି ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି । ମାଲବାହୀ ଟ୍ରେନର 3ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳ ଚଳାଚଳ ସ୍ବାଭାବିକ ରହିଛି ।

କଟକ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଲାଇନଚ୍ୟୁତ ବଗି ଗୁଡ଼ିକକୁ ଲାଇନକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ 4 ଘଣ୍ଟା ପରେ ସବୁ ଲାଇନ କ୍ଲିଅର ହେବ । ତେବେ କେଉଁ କାରଣରୁ ଏହି ଅଘଟଣ ଘଟିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ସ୍ପଷ୍ଟ ହେବା ନେଇ କହିଛନ୍ତି ଖୋର୍ଦ୍ଧା ADRM।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 27, 2022, 11:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.