ETV Bharat / city

ଚିତ୍ରୋତ୍ପଳାକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି - ଚିତ୍ରୋତ୍ପଳା ନଦୀକୁ ଡେଇଁ ଛାତ୍ରୀ ନିଖୋଜ

କଟକ ଚିତ୍ରୋତ୍ପଳା ନଦୀକୁ ଡେଇଁ ଯୁକ୍ତ 2 ଛାତ୍ରୀ ନିଖୋଜ । ଘଟଣାସ୍ଥଳରେ ଦମକଳବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।

drown to death
ଚିତ୍ରୋତ୍ପଳା ନଦୀକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି
author img

By

Published : Dec 23, 2019, 7:17 PM IST

କଟକ: କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଚିତ୍ରୋତ୍ପଳା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ । ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ସେପଟେ, ଘଟଣାସ୍ଥଳରେ ଦମକଳବାହିନୀ ଖୋଜା ଖୋଜି ଆରମ୍ଭ କରିଥିଲେ ହେଁ,ବିଳମ୍ବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ନିଖୋଜ ଯୁବତୀ ଜଣକ ନେମାଳ ଥାନା ଅଧିନ ଫତେଇପୁର ଗାଁର ସୋନାଲି ମହାନ୍ତି । ସେ ସ୍ଥାନୀୟ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀ ।

ଚିତ୍ରୋତ୍ପଳା ନଦୀକୁ ଡେଇଁ ଛାତ୍ରୀ ନିଖୋଜ, ଉଦ୍ଧାର ଜାରି

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: କଲେଜ ଛାତ୍ରୀ ଚିତ୍ରୋତ୍ପଳା ନଦୀ ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ।ପୋଲ ଉପରେ ରହିଛି ସାଇକେଲ।ଘଟଣା ସ୍ଥଳରେ ଦମକଳ ବାହିନୀ ର ଖୋଜାଖୋଜି ଆରମ୍ଭ।ନିଖୋଜ ଯୁବତୀ ଜଣଙ୍କ ହେଲେ ସୋନାଲି ମହାନ୍ତି।ନେମାଳ ଥାନା ଅଧିନ ଫତେଇପୁର ଗ୍ରାମର ବୋଲି ଜଣାପଡିଛି।ଛାତ୍ରୀ ଜଣଙ୍କ ସ୍ଥାନୀୟ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ର ଛାତ୍ରୀ।ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ।ଦମକଳ ବାହିନୀର ବିଳମ୍ବ ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛିBody:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.