ETV Bharat / city

ପରମ୍ପରା ଜୀବନ ଠାରୁ ଅଧିକ ମୂଲ୍ୟବାନ ନୁହେଁ; କଟକ ଜିଲ୍ଲାପାଳ

author img

By

Published : Aug 21, 2020, 7:08 PM IST

ରାତି ପାହିଲେ ଗଣେଷ ପୂଜା । କଟକରେ ଥିବା ପୂଜା ମଣ୍ଡପରେ ଗଣେଶ ପୂଜା କରିବା ଉପରେ କଟକଣା ଲାଗୁ କଲେ କଟକ ଜିଲ୍ଲାପାଳ । ହାଇକୋର୍ଟ ଗତକାଲି ଜିଲ୍ଲା ପ୍ରଶାସନ ଉପରେ ନିଷ୍ପତି ଛାଡି ଥିବାବେଳେ ଆଜି ଜିଲ୍ଲାପାଳ ମଣ୍ଡପରେ ପୂଜା ପାଇଁ ବାରଣ କରିଛନ୍ତି ।

ପରମ୍ପରା ଜୀବନ ଠାରୁ ଅଧିକ ମୂଲ୍ୟବାନ ନୁହେଁ; କଟକ ଜିଲ୍ଲାପାଳ
ପରମ୍ପରା ଜୀବନ ଠାରୁ ଅଧିକ ମୂଲ୍ୟବାନ ନୁହେଁ; କଟକ ଜିଲ୍ଲାପାଳ

କଟକ: ରାତି ପାହିଲେ ଗଣେଷ ପୂଜା । କଟକରେ ଥିବା ପୂଜା ମଣ୍ଡପରେ ଗଣେଶ ପୂଜା କରିବା ଉପରେ କଟକଣା ଲାଗୁ କଲେ କଟକ ଜିଲ୍ଲାପାଳ । ହାଇକୋର୍ଟ ଗତକାଲି ଜିଲ୍ଲା ପ୍ରଶାସନ ଉପରେ ନିଷ୍ପତି ଛାଡି ଥିବାବେଳେ ଆଜି ଜିଲ୍ଲାପାଳ ମଣ୍ଡପରେ ପୂଜା ପାଇଁ ବାରଣ କରିଛନ୍ତି ।

କୋରୋନା ପାଇଁ ମଣ୍ଡପରେ କିମ୍ବା ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ବନ୍ଦ କରିବାକୁ ଜିଲ୍ଳାପାଳ ନିର୍ଦେଶ ଦେଇଛନ୍ତି । ପରମ୍ପରା ଠାରୁ ଜୀବନ ଅଧିକ ମୂଲ୍ୟବାନ ନୁହେଁ ବୋଲି ସେ କହିଛନ୍ତି ।

ସେହିପରି ଘରେ ରହି ଗଣେଶ ପୂଜା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.