ETV Bharat / city

ଶ୍ମଶାନକାଳୀ ମନ୍ଦିର ଉନ୍ନତିକରଣ ପାଇଁ ପାଣ୍ଠି ଅନୁମୋଦିତ

ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ପାଣ୍ଠି ଅନୁମୋଦିତ । ଦୁଇ କୋଟି ଟଙ୍କା ପାଣ୍ଠିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Funding for the funeral is approved
ଶ୍ମଶାନକାଳୀ ପାଇଁ ପାଣ୍ଠି ଅନୁମୋଦିତ
author img

By

Published : Feb 19, 2021, 9:24 PM IST

କଟକ: ଖାନନଗର ବସ ଟର୍ମିନାଲ ନିକଟରେ ଥିବା ମା ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ପାଇଁ ପାଣ୍ଠି ଅନୁମୋଦିତ । ଦୁଇ କୋଟି ଟଙ୍କା ପାଣ୍ଠିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ସ୍ପେଶାଲ ପ୍ରୋବଲେମ୍‌ ପାଣ୍ଠିରୁ ଅନୁମୋଦିତ ହେଲା ଅର୍ଥ ।

ଏହି ଅର୍ଥରେ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦ୍ୟର୍ଯ୍ୟକରଣ କାର୍ଯ୍ୟ କରାଯିବ । ଏନେଇ କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ମଶାନକାଳୀ ମନ୍ଦିରର ଉନ୍ନତିକରଣ ଯୋଜନା ନେଇ ହାଇକୋର୍ଟଙ୍କୁ ଅବଗତ କରାଇଥିଲା ପ୍ରଶାସନ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.