ETV Bharat / city

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, 4 ଜୁଆଡ଼ି ଗିରଫ

author img

By

Published : Nov 2, 2019, 4:42 AM IST

ଖୋଲିଥିଲା ଜୁଆ ଆଡ୍ଡାର ପସରା । ବିନା ଭୟରେ ଜୁଆ ଖେଳରେ ମଜ୍ଜି ରହିଥିଲେ ଜୁଆଡ଼ି । ଖବର ପାଇ  କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ଚଢାଉ କରିବା ସହ 4 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଡ଼ିଜାଇନ୍ ଫଟୋ

କଟକ: ପୋଲିସ ହାତରେ ଧରାପଡ଼ିଲେ 4 ଜୁଆ ଖେଳିଳୀ । କ୍ୟାଣ୍ଟେନମେଣ୍ଟ ଥାନା ଅଞ୍ଚଳରେ ଥିବା ମିଶନ ସ୍କୁଲ ପଡ଼ିଆରେ ଜୁଆ ଖେଳ ହେଉଥିବା ଖବର ପାଇ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ଚଢ଼ାଉ କରିଥିଲା। ସେହିସମୟରେ ପାଖାପାଖି ୧୫ ଜଣ ଜୁଆଡି ଜୁଆ ଖେଳୁ ଥିଲେ। ପୋଲିସ ୪ ଜଣଙ୍କୁ ଧରିଥିବାରେ ସଫଳ ହୋଇଥିବାବେଳ ଅନ୍ୟମାନେ ଖସି ପଳାଇଛନ୍ତି ।

ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୧୭ ହଜାର ୬୦୦ ଟଙ୍କା, ୬ ଟି ବାଇକ, ୫ ଟି ମୋବାଇଲକୁ ଜବତ କରିଛି କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ। ତେବେ ଧରା ପଡିଥିବା ଜୁଆଡି ମାନେ ହେଉଛନ୍ତି କଟକ ଲାଲବାଗ ଥାନା ଅଞ୍ଚଳର ସମିନ ଖାନ (୪୩ ), କ୍ୟାଣ୍ଟେନମେଣ୍ଟ ଥାନା ଅଞ୍ଚଳର ଏସ କେ ଜମିର(୪୯ ବର୍ଷ) , ଏସ କେ ସାଖତ ( ୩୮) ଓ ଖଲିଲ ଖାନ( ୩୭ ) ବୋଲି ଜଣାପଡ଼ିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଜୁଆ ଖେଳି ପୋଲିସ ହାତରେ ଧରା ପଡ଼ିଲେ ୪ ଜୁଆଡି।କଟକ କ୍ୟାଣ୍ଟେନମେଣ୍ଟ ଥାନା ଅଞ୍ଚଳରେ ଥିବା ମିଶନ ସ୍କୁଲ ପଡ଼ିଆରେ ଜୁଆ ଖେଳ ହେଉଥିବା ଖବର ପାଇ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ଚଢ଼ାଉ କରିଥିଲା।ପାଖାପାଖି ୧୫ ଜଣ ଜୁଆଡି ଜୁଆ ଖେଳୁ ଥିଲେ।ପୋଲିସ ୪ ଜଣଙ୍କୁ ଧରିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।
ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୧୭ ହଜାର ୬୦୦ ଟଙ୍କା ,୬ ଟି ବାଇକ, ୫ ଟି ମୋବାଇଲ କୁ ଜବତ କରିଛି କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ।ତେବେ ଧରା ପଡିଥିବା ଜୁଆଡି ମାନେ ହେଉଛନ୍ତି କଟକ ଲାଲବାଗ ଥାନା ଅଞ୍ଚଳର ସମିନ ଖାନ (୪୩ ବର୍ଷ), କ୍ୟାଣ୍ଟେନମେଣ୍ଟ ଥାନା ଅଞ୍ଚଳର ଏସ କେ ଜମିର(୪୯ ବର୍ଷ), ଏସ କେ ସାଖତ ( ୩୮ ବର୍ଷ) ଓ ଖଲିଲ ଖାନ( ୩୭ ବର୍ଷ)।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.