ETV Bharat / city

ବିଜେପିରେ ମିଶ୍ରଣ ପର୍ବ, ଯୋଗଦେଲେ ପୂର୍ବତନ ଏସଡିପିଓ ସୌଦାମିନୀ ମିଶ୍ର - ବିଜେପିରେ ଯୋଗଦେଲେ ସୌଦାମିନୀ ମିଶ୍ର

ବିଜେପିରେ ହେଲା ମିଶ୍ରଣ ପର୍ବ। ପୂର୍ବତନ ଏସଡିପିଓ ସୌଦାମିନୀ ମିଶ୍ର ଆଜି(ଶନିବାର) ବିଧିବଦ୍ଧ ଭାବରେ ବିଜେପିରେ ଥାପିଛନ୍ତି ପାଦ । ଅଧିକ ପଢନ୍ତୁ...

ବିଜେପିରେ ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ଏସଡିପିଓ ସୌଦାମିନୀ ମିଶ୍ର

author img

By

Published : Oct 9, 2021, 5:41 PM IST

କଟକ: ବିଜେପିରେ ହେଲା ମିଶ୍ରଣ ପର୍ବ। ପୂର୍ବତନ ଏସଡିପିଓ ସୌଦାମିନୀ ମିଶ୍ର ଆଜି(ଶନିବାର) ବିଧିବଦ୍ଧ ଭାବରେ ବିଜେପିରେ ଥାପିଛନ୍ତି ପାଦ । ଦୀର୍ଘ ଦିନ ଧରି ପ୍ରଶାସନିକ ସେବାରେ ରହିବା ପରେ ଆଜି ଅନେକ ମହିଳା କର୍ମୀଙ୍କୁ ନେଇ ବିଜେପିର ମିଶିଛନ୍ତି ସେ।

ବିଜେପିରେ ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ଏସଡିପିଓ ସୌଦାମିନୀ ମିଶ୍ର

ତେବେ ଏହି ମିଶ୍ରଣ ପର୍ବରେ ଗୋଟିଏ କେବଳ ସ୍ୱର ଗୁଞ୍ଜରିତ ହେଉଥିଲା ଆଉ ତାହା ହେଲା ମହିଳା ହିଁ ପ୍ରକୃତ ବଳ । ସମାଜକୁ ପରିବର୍ତ୍ତନ କରିବା ପାଇଁ ମହିଳାର ଆବଶ୍ୟକତା ଯଥେଷ୍ଟ ଆଗରେ । ସରକାରଙ୍କ ମନମୁଖୀ କାମକୁ ଉଚିତ ଜବାବ ଦେବେ ମହିଳା। କଟକର ମହିଳା ମାନଙ୍କ ହକ ଓ ଅଧିକାର ପାଇଁ ଲଢ଼ିବ ବିଜେପି । ସେଥିପାଇଁ ଏବେଠୁ ଦଳକୁ ମଜଭୁତ କରିବେ ମହିଳା ସଙ୍ଗଠକ ବୋଲି ବିଜେପି କହିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.