ETV Bharat / city

ନିଶ୍ଚିନ୍ତକୋଇଲିରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ - ଝଡ଼େଶ୍ବରପୁର ଇନ୍ଦିରା ଟୁଙ୍ଗି ଛକ

କଟକ ଭଦ୍ରେଶ୍ବର ଫାଣ୍ଡି  ଅଞ୍ଚଳ ଝଡ଼େଶ୍ବରପୁର ଇନ୍ଦିରା ଟୁଙ୍ଗି ଛକ ନିକଟ କେନାଲ ବନ୍ଧରେ ଏକ ଯୁବକଙ୍କ ଉପରକୁ ଗୁଳିମାଡ । ଅଳ୍ପକେ ବର୍ତ୍ତିଲେ ଯୁବକ ।

Firing in cuttack
ନିଶ୍ଚିନ୍ତକୋଇଲି ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
author img

By

Published : Nov 28, 2019, 12:41 PM IST

କଟକ: କଟକ ନିଶ୍ଚିନ୍ତକୋଇଲିରେ ଫୁଟିଲା ଗୁଳି । ଝଡ଼େଶ୍ବରପୁର ଇନ୍ଦିରା ଟୁଙ୍ଗି ଛକ ନିକଟ କେନାଲ ବନ୍ଧରେ ଏକ ଯୁବକ ଉପରକୁ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । କିନ୍ତୁ ଯୁବକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ନିଶ୍ଚିନ୍ତକୋଇଲି ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ

ସୂଚନାନୁଯାୟୀ, ଆଜି ସକାଳେ ଭଦ୍ରେଶ୍ବର ଫାଣ୍ଡି ଅଞ୍ଚଳରେ ବାପି ନାମକ ଜଣେ ଯୁବକ ସ୍କର୍ପିଓ ନେଇ ଯାଉଥିଲେ । ହଠାତ ବାଇକରେ ଆସି ଜଣେ ଅଜଣା ଯୁବକ ତାଙ୍କ ଉପରକୁ 4 ରାଉଣ୍ଡ ଗୁଳି ଚାଳନା କରିଥିଲେ । ଫଳରେ ସ୍କର୍ପିଓ ସାମ୍ନା କାଚରେ ଗୁଳି ବାଜି ଗାଡ଼ିର କାଚ ଭାଙ୍ଗି ଯାଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡିରେ ଯାଉଥିବା ବାପି ଓରଫ ଜ୍ୟୋତିସମ୍ରାଟ ପ୍ରହରାଜ ।

ଏନେଇ ବାପି ନିଶ୍ଚିନ୍ତକୋଇଲି ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ଗୁଳିକାଣ୍ଡ। ଝଡ଼େଶ୍ୱରପୁର ଇନ୍ଦିରା ଟୁଙ୍ଗି ଛକ ନିକଟ କେନାଲ ବଂଧ ଉପରେ ଘଟିଛି ଏଭଳି ଅଘଟଣ ।ମାରଣାସ୍ତ୍ର ସହିତ ବାଇକରେ ଆସିଥିବା ଅଜଣା ଯୁବକ ଚାରି ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଛି।ବାପି ନାମକ ଜଣେ ଯୁବକ ଚଳାଉଥିବା ଏକ ସ୍କର୍ପିଓ ସାମ୍ନା କାଚରେ ଗୁଳି ବାଜିଛି।ଗୁଳି ମାଡରେ ଗାଡ଼ିର କାଚ ଭାଙ୍ଗି ଯାଇଛି।ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପି ଓରଫ ଜ୍ୟୋତିସମ୍ରାଟ ପ୍ରହରାଜ।ଏନେଇ ବାପି ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ କରିଛନ୍ତି। ବୋଲରକୁ ପିଛାକରି ଜଣେ ଅଜଣା ଯୁବକ ଗୁଳି ଚାଳନା କରିଥିବା ଏତଲାରେ ଦର୍ଶାଇଛନ୍ତି।ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.