ETV Bharat / city

ସିଲଭର ସିଟିରେ ତଣ୍ଡ ପ୍ରକ୍ରିୟାରେ ପଡୁନି ପୂର୍ଣ୍ଣଛେଦ - Silver City cuttack

ଗୁରୁବାର 219 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ୱ କଟକଣାକୁ ଉଲଙ୍ଘନ କରି 221 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ ।

fine-collection-has-not-stopped-in-silver-city-cuttack
ସିଲଭର ସିଟିରେ ତଣ୍ଡ ପ୍ରକ୍ରିୟାରେ ପଡୁନି ପୁର୍ଣ୍ଣଛେଦ୍‌
author img

By

Published : Jun 5, 2020, 7:18 AM IST

କଟକ: ରାସ୍ତା ଉପରେ ଅମାନିଆଙ୍କ ରାଜ । ଫାଇନ ଗଣି ଗଣି ପୋଲିସ ବେଦମ । ହେଲେ ଅମାନିଆ ବାବୁ ମାନେ ଯଦିରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ କାଟିବୁ ଚକ୍କର । ତେବେ ଗୁରୁବାର କଟକର ବିଭିନ୍ନ ଚେକିଂ ଓ ବ୍ଳକିଂ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ ।

ଗୋଟେପଟେ ସାମଜିକ ଦୂରତ୍ୱକୁ ଆଖିଠାର ତ ଅନ୍ୟପଟେ ମାସ୍କ ନପିନ୍ଧି ବଜାରକୁ ଆସିବା । ତେବେ ଗୁରୁବାର 219 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ୱ କଟକଣାକୁ ଉଲଙ୍ଘନ କରି 221 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ । ଲକଡାଉନର ସମାନ୍ୟ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି । ଯାହାର ଫାଇଦା ନେଉଛନ୍ତି ଅଭ୍ୟାସ ଗତ ଅମାନିଆ । ତେବେ ଶନିବାର ଓ ରବିବାର କଟକ ସଟଡାଉନରେ ଏପରି ଚିତ୍ର ନଜର ଆସିବାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.