ETV Bharat / city

ସିଲଭର ସିଟିରେ ନକଲି ସିମେଣ୍ଟ କାରଖାନା ଠାବ - କଟକରେ ନକଲି ସିମେଣ୍ଟ କାରଖାନା

ଦୀର୍ଘ ଦିନ ହେବ ସିଲଭର ସିଟିରେ ଚାଲି ଆସୁଥିଲା ନକଲି ସିମେଣ୍ଟ କାରଖାନା । ଏନେଇ ଖବର ପାଇ ଚଢାଉ କରିଛି ଟାଙ୍ଗୀ ପୋଲିସ । ଅଧିକ ପଢନ୍ତୁ...

ସିଲଭର ସିଟିରେ ନକଲି ସିମେଣ୍ଟ କାରଖାନା ଠାବ
author img

By

Published : Nov 17, 2019, 5:11 PM IST

କଟକ: ଦୀର୍ଘ ଦିନ ହେବ ସିଲଭିର ସିଟିରେ ଚାଲିଆସୁଥିଲା ନକଲି ସିମେଣ୍ଟ କାରଖାନା । ଏନେଇ ଖବର ପାଇବା ପରେ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ବାଲାଜୀ ଡିପୋ ପାଖରେ ଏକ ବନ୍ଦ କୋଠରୀରେ ଚାଲିଥିବା ଏହି ନକଲି କାରଖାନା ଠାବ କରିଛି ପୋଲିସ ।

ସୂଚନା ଅନୁଯାୟୀ ଅନେକ ଦିନ ହେବ ଏହି କାରଖାନାରେ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସାରା ପଠାଯାଉଥିଲା । ଏନେଇ ରବିବାର ଖବର ପାଇ ଟାଙ୍ଗୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଯେଉଁଥିରେ ଗୋଟିଏ ବନ୍ଦ କୋଠରୀ ଭିତରେ ଚାଲିଥିବା ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା ।

ସିଲଭର ସିଟିରେ ନକଲି ସିମେଣ୍ଟ କାରଖାନା ଠାବ

ନକଲି କାରଖାନା ଠାବ କରିବା ସହ ପୋଲିସ ସିମେଣ୍ଟ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ, ବିଭିନ୍ନ କମ୍ପାନୀର ଜରି ଖୋଳ ଓ କାହାଳୀ ଆଦି ମଧ୍ୟ ଜବତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ପଚରାଉଚରା ଜାରି ରହିଥିବା ଜଣାପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜବତ ହେଲା ନକଲି ସିମେଣ୍ଟ କମ୍ପାନୀ । ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ବାଲାଜି ଡିପୋ ନିକଟରେ ଏକ ରୁଦ୍ଧ କୋଠରୀରୁ ନକଲି ସିମେଣ୍ଟ କାରାଖାନା ଠାବ । ଦୀର୍ଘଦିନ ହେବ ଏହି କାରଖାନା ରେ ନକଲି ସିମେଣ୍ଠ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଉଥିଲା।ଆଜି ଟାଙ୍ଗୀ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଚଢାଉ କରିଛି।ଚଢାଉ ସମୟରେ ନକଲି ସିମେଣ୍ଟ ରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ବିଭିନ୍ନ କମ୍ପାନୀ ର ବ୍ୟବୃତ ଜରି ଖୋଳ ,କାହାଳୀ ଜବତ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ପୋଲସ ଘଟଣା ଅଞ୍ଚଳ ରେ ପଚରାଉଚରା ଜାରି ରଖିଛି ।

Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.