ETV Bharat / city

ବିଶ୍ବସ୍ତରୀୟ ହେବ SCB, କଟକରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Jan 29, 2020, 12:37 PM IST

ଆଜିଠାରୁ କଟକରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଜୋବ୍ରା ଖଲାସୀ ଲେନରୁ ଆରମ୍ଭ ଏହା ହୋଇଛି । ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ଏପରି କରାଯାଉଛି ।

cuttack eviction
କଟକରେ ଉଚ୍ଛେଦ ଆରମ୍ଭ

କଟକ: ଆଜିଠାରୁ କଟକରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଜୋବ୍ରା ଖଲାସୀ ଲେନରୁ ଆରମ୍ଭ ଏହା ହୋଇଛି । ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ଏପରି କରାଯାଉଛି । ଜୋବ୍ରା ଖଲାସୀ ଲେନ ନିକଟରେ ଥିବା ଘର ସବୁକୁ ଉଚ୍ଛେଦ କରାଯାଇ ସେଠାରେ 4ଲେନର ରାସ୍ତା କରାଯିବ ବୋଲି ଯୋଜନା ରହିଛି ।

କଟକରେ ଉଚ୍ଛେଦ ଆରମ୍ଭ

ସେପଟେ ଉଚ୍ଛେଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଛି । ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଏହାକୁ ତଦାରଖ କରୁଛନ୍ତି । ସୂଚନା ଅନୁଯାୟୀ, ରୋଗୀଙ୍କ ଚିକିତ୍ସାଠୁ ଆରମ୍ଭ କରି ନୂତନ ଧରଣର ପ୍ରଯୁକ୍ତି ବିଦ୍ୟାରେ ଝଲସିବ ଏସସିବି । ପ୍ରତି ବିଭାଗକୁ କରାଯିବ ସମ୍ପ୍ରସାରଣ । ଏନେଇ ଚାଲିଛି ଉଚ୍ଛେଦ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.